ଆମେତ ଟୋକା ଷଣ୍ଢ ମାର୍କା

ଉଇକିପିଡ଼ିଆ‌ରୁ
(ଆମେ ତ ଟୋକା ଷଣ୍ଢ ମାର୍କାରୁ ଲେଉଟି ଆସିଛି)
ଆମେ ତ ଟୋକା ଷଣ୍ଢ ମାର୍କା
ନିର୍ଦ୍ଦେଶକଆର୍ ଭଗତ ସିଂହ
ପ୍ରଯୋଜକସଙ୍ଗୀତା ଶତପଥୀ
ସଂଳାପଦୀପକ ଜେନା
କଳାକାରପପୁ ପମ ପମ
କୋଏଲ ବାନାର୍ଜୀ
ମିହିର ଦାସ
ମୀନକେତନ
ପ୍ରିୟଙ୍କା ମହାପାତ୍ର
ହର ରଥ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍ ଭଗତ ସିଂହ
ମୁକ୍ତିଲାଭ ତାରିଖ
୨୯ ଅଗଷ୍ଟ ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ଆମେ ତ ଟୋକା ଷଣ୍ଢ ମାର୍କା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତା ଶତପଥୀ ।[୧] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଆର୍ ଭଗତ ସିଂହ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରିଥିଲେ ପପୁ ପମ ପମ ଏବଂ କୋଏଲ ବାନାର୍ଜୀ[୪] ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ହର ରଥ, ଅରବିନ୍ଦ ଷଡ଼ଙ୍ଗୀ, ମୀନକେତନ, ରାଜୀବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କିରଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର] । ଗୀତିକାର ନିଜାମ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୮]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆମେ ତ ଟୋକା ଷଣ୍ଢ ମାର୍କା" 
2."ଭଲ ପାଇ ଗଲି ସିନା" 
3."କ‌ହି ଦେଲି" 
4."କଉ ବାଡ଼ିପଡ଼ା ନେଇ ଗଲା ମୋ ନଡ଼ିଆ ତେଲ" 
5."ଟୋକି ଏମିତି ହେଉଚି" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Odia New Comedy Film Ame Ta Toka Sandha Marka releasing on 29th Aug #OdiaFilm #Film #Odisha #Movie". eodisha.org. 29 August 2014. Retrieved 20 September 2017.
  2. "Ame ta Toka Sandha Marka Odia Film". ApnaFilms.com. 6 February 2014. Retrieved 20 September 2017.
  3. "Ame Ta Toka Sandha Marka". www.nuaodisha.com. Retrieved 20 September 2017.
  4. "ଏହି ନାୟକଙ୍କ ନାୟିକା ସାଜିନାହାନ୍ତି କୋଏଲ !". sambad.in. 27 August 2017. Archived from the original on 23 September 2017. Retrieved 20 September 2017.
  5. "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Archived from the original on 9 August 2020. Retrieved 3 September 2018.
  6. "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
  7. "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.
  8. "Ame Ta Toka Sandha Marka". Incredible Orissa. 7 August 2013. Retrieved 20 September 2017.

ବାହାର ଆଧାର[ସମ୍ପାଦନା]