ପୁଣି ଦେଖା ହବ ଆର ଜନମରେ

ଉଇକିପିଡ଼ିଆ‌ରୁ
ପୁଣି ଦେଖା ହବ ଆର ଜନମରେ
ନିର୍ଦ୍ଦେଶକଅଶୋକ କୁମାର ମହାନ୍ତି
ପ୍ରଯୋଜକଅଶୋକ କୁମାର ମହାନ୍ତି
ସଂଳାପନିଜାମ
ଚିତ୍ରନାଟ୍ୟଅଶୋକ କୁମାର ମହାନ୍ତି
କାହାଣୀଅଶୋକ କୁମାର ମହାନ୍ତି
କଳାକାରବବି ମିଶ୍ର, ରାଲି ନନ୍ଦ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣସଂଗ୍ରାମ ଗିରି
ମୁକ୍ତିଲାଭ ତାରିଖ
୪ ଫେବୃଆରୀ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ପୁଣି ଦେଖା ହବ ଆର ଜନମରେ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ମହାନ୍ତି । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ମହାନ୍ତି ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନିଜାମ୍ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ ।

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର ଏବଂ ରାଲି ନନ୍ଦ ।[୧] ମିହିର ଦାସ, ପୃଥିରାଜ ନାୟକ, ରୁନୁ ପରିଜା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ[୨][୩] ଆଦି କଳକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ଗୀତିକାର ନିଜାମ[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବସି ବସି ଭାବୁଚ" 
2."ଭାରି ସିଧା ସାଧା" 
3."ଭାରି ସିଧା ସାଧା" 
4."ମୁଁ ଚାଲିଯିବି (ନାରୀ)" 
5."ମୁଁ ଚାଲିଯିବି (ପୁରୁଷ)" 
6."ସାଥିରେ ସାଥିରେ" 
7."ଟିପି ଟିପି ଚନ୍ଦନ‌କୁ" 
8."ତୋ ସପନ ମୋ ସପନ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Puni Dekha Heba Ara Janamare". Incredible Orissa. 23 September 2013. Retrieved 5 September 2017.
  2. "Pintu Nanda Ollywood Star Biography & Filmography". E News ଓଡ଼ିଆ. 5 October 2016. Retrieved 5 September 2017.
  3. "Odia Actor Pintu Nanda Biography & Filmography Details". ollywoodlife.com. Archived from the original on 12 January 2018. Retrieved 5 September 2017.
  4. "Pintu Nanda Biography". Bhojpuri Film Duniya. Retrieved 5 September 2017.

ବାହାର ଆଧାର[ସମ୍ପାଦନା]