ପାଗଳ କରିଚୁ ତୁ

ଉଇକିପିଡ଼ିଆ ରୁ
Jump to navigation Jump to search
ପାଗଳ କରିଚୁ ତୁ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀଏସ୍ ନରସିଂହ
କଳାକାରଅମ୍ଳାନ ଦାସ
ରିୟା ଦେ
ମିହିର ଦାସ
ସିଦ୍ଧାନ୍ତ ମହାପାତ୍ର
ପ୍ରିୟଙ୍କା ମହାପାତ୍ର
ବିଜୟ ମହାନ୍ତି
ହରିହର ମହାପାତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଶୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧ ଅକ୍ଟୋବର ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ପାଗଳ କରିଚୁ ତୁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ଏସ୍ ନରସିଂହ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରୀକାନ୍ତ ଗୌତମ ଚଳଚ୍ଚିତ୍ରଟିର ସଂଳାପ ଏବଂ ଗୀତଗୁଡ଼ିକ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧][୨][୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ[୪] ଏବଂ ରିୟା ଦେ[୫] ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ବିଜୟ ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଶ୍ରୀକାନ୍ତ ଗୌତମ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ବିନୋଦ ରାଠୋଡ଼, ନମିତା ଅଗ୍ର‌ୱାଲ, ଦିବ୍ୟା ଦାସ, କୁମାର ସାନୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ପାଗଳ କରିଚୁ ତୁ" 
2."ଫୁଲ ରାଶିରେ ମନ ମୋର" 
3."ପ୍ରଥମ ଦେଖାରୁ ଛାତିରେ ଜମାଟ" 
4."ରହିବାକୁ ଦେ ହୃଦୟରେ ତୋର" 
5."ସିନ୍ଦୁର ରକ୍ତ ସିନ୍ଦୁର" 
6."ମୋତେ ପାଳଗ କରିଚୁ ତୁ" 

ଆଧାର[ସମ୍ପାଦନା]

  1. "Pagala Karichu Tu' Odia Film by Sarthak Films releasing on Durga Puja". Odishafiles.com. 2014-09-24.
  2. "Two Odia films are lined up for release during this Dussehra". Orissadiary.com. 2014-09-30.
  3. "Odia films set to sizzle festive season". Pratyush Patra/Telegraphindia.com. 2014-09-30.
  4. "ଅମ୍ଳାନଙ୍କ ପାଇଁ ଅଗ୍ନିପରୀକ୍ଷା". ସମ୍ବାଦ. 6 September 2016. Retrieved 23 September 2017.
  5. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018.CS1 maint: Unrecognized language (link)

ବାହାର ଆଧାର[ସମ୍ପାଦନା]