ସଙ୍ଗମ

ଉଇକିପିଡ଼ିଆ ରୁ
Jump to navigation Jump to search
ସଙ୍ଗମ
ନିର୍ଦ୍ଦେଶକଯତୀନ୍ କୁମାର ଅଗ୍ର‌ୱାଲ
ପ୍ରଯୋଜକଯତୀନ୍ କୁମାର ଅଗ୍ର‌ୱାଲ
ସଂଳାପଅଭିଜିତ ଘଟ‌ୱାରୀ
ବିଜୟ ମିଶ୍ର
ଚିତ୍ରନାଟ୍ୟଅଭିଜିତ ଘଟ‌ୱାରୀ
ବିଜୟ ମିଶ୍ର
କାହାଣୀଯତୀନ୍ କୁମାର ଅଗ୍ର‌ୱାଲ
କଳାକାରଆକାଶ ଦାସନାୟକ
ବୁଦ୍ଧାଦିତ୍ୟ ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ବିଜୟ ମହାନ୍ତି
ସ୍ନିଗ୍ଧା ମହାନ୍ତି
ମିହିର ଦାସ
ସଙ୍ଗୀତହରପ୍ରୀତ ସିଂହ
ଚିତ୍ରଗ୍ରହଣନିତୀନ୍ ଘାଗ୍
ସମ୍ପାଦକନ‌କୁଳ ପ୍ରସାଦ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ସଙ୍ଗମ, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଯତୀନ୍ କୁମାର ଅଗ୍ର‌ୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଅଭିଜିତ ଘଟ‌ୱାରୀ ଏବଂ ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ହରପ୍ରୀତ ସିଂହ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକ ଗାଇରଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେଆକାଶ ଦାସନାୟକ, ବୁଦ୍ଧାଦିତ୍ୟ ମହାନ୍ତି ଏବଂ ସିଦ୍ଧାନ୍ତ ମହାପାତ୍ର[୩] ଜ୍ୟୋତି ପାଣି, ପାୟଲ, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ଅଭିଶେଖ, ରାକେଶ ବିଦୁୱା, ଅଭିଜିତ ଘଟ‌ୱାରୀ, ଅବନୀ କୁମାର, ମାନିନୀ ମିଶ୍ର, ନନ୍ଦିନୀ, ଆଦି କଳାକାରମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହରପ୍ରୀତ ସିଂହ । ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀଗଣ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୋର ଗୋଲାପି ଓଠ" 
2."ସମୟର ପରା ସଭିଏଁ ଗୁଲାମ" 
3."ତୋର ଛାତି ଧକ ଧକ ହଉଚି" 
4."ତୋର ନ‌ହକା ନହକା ଚାଲି" 

ଆଧାର[ସମ୍ପାଦନା]

  1. "Odia Film Calender 2014/Sangam". Odia Live. Retrieved 14 September 2017.
  2. ୨.୦ ୨.୧ ୨.୨ "Sangam". Incredible Orissa. 2 September 2011. Retrieved 14 September 2017.
  3. "Sangam Odia Film Wallpapers & Posters". Odia Live. Retrieved 14 September 2017.

ବାହାର ଆଧାର[ସମ୍ପାଦନା]

  • ସଙ୍ଗମ ଇଣ୍ଟରନେଟ ମୁଭି ଡାଟାବେସରେ