ସପନ ବଣିକ

ଉଇକିପିଡ଼ିଆ‌ରୁ
ସପନ ବଣିକ
ନିର୍ଦ୍ଦେଶକପି. ଡି. ଶେନୟ
ପ୍ରଯୋଜକପି. ଡି. ଶେନୟ
କଳାକାରଶ୍ରୀରାମ ପଣ୍ଡା
ଉତ୍ତମ ମହାନ୍ତି
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ସ୍ୱରୂପ ନାୟକ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ସପନ ବଣିକ, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ପି. ଡି. ଶେନୟ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ସ୍ୱରୂପ ନାୟକ, ଦୀପ୍ତିନାଥ, ହେମନ୍ତ ଦାସ, ପୀର ମିଶ୍ର, ଜୟୀରାମ ସାମଲ, ଇଶା ବେବର୍ତ୍ତ, ପ୍ରଭାଂଶୁ ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ରଦେବଦାସ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Retrieved 3 September 2018.
  3. "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
  4. "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.

ବାହାର ଆଧାର[ସମ୍ପାଦନା]