ସପନ ବଣିକ
ଦେଖଣା
ସପନ ବଣିକ | |
---|---|
ନିର୍ଦ୍ଦେଶକ | ପି. ଡି. ଶେନୟ |
ପ୍ରଯୋଜକ | ପି. ଡି. ଶେନୟ |
କଳାକାର | ଶ୍ରୀରାମ ପଣ୍ଡା ଉତ୍ତମ ମହାନ୍ତି ମହାଶ୍ୱେତା ରାୟ ଦୁଃଖିରାମ ସ୍ୱାଇଁ ସ୍ୱରୂପ ନାୟକ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ଚିତ୍ରଗ୍ରହଣ | ସୁରେନ୍ଦ୍ର ସାହୁ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସପନ ବଣିକ, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ପି. ଡି. ଶେନୟ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।
ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ସ୍ୱରୂପ ନାୟକ, ଦୀପ୍ତିନାଥ, ହେମନ୍ତ ଦାସ, ପୀର ମିଶ୍ର, ଜୟୀରାମ ସାମଲ, ଇଶା ବେବର୍ତ୍ତ, ପ୍ରଭାଂଶୁ ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଶ୍ରୀରାମ ପଣ୍ଡା
- ଉତ୍ତମ ମହାନ୍ତି
- ମହାଶ୍ୱେତା ରାୟ
- ଦୁଃଖିରାମ ସ୍ୱାଇଁ
- ସ୍ୱରୂପ ନାୟକ
- ଦୀପ୍ତିନାଥ
- ହେମନ୍ତ ଦାସ
- ପୀର ମିଶ୍ର
- ଜୟୀରାମ ସାମଲ
- ଇଶା ବେବର୍ତ୍ତ
- ପ୍ରଭାଂଶୁ ସାମନ୍ତରାୟ
- ଅସୀମ ବସୁ[୨][୩][୪]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର । ଦେବଦାସ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Archived from the original on 9 August 2020. Retrieved 3 September 2018.
- ↑ "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
- ↑ "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସପନ ବଣିକ