ସୋରଣ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୋରଣ
ଗ୍ରାମ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ପଞ୍ଚାୟତ ସମିତିସୋରଣ ପଞ୍ଚାୟତ ସମିତି
ଗ୍ରାମ ପଞ୍ଚାୟତସୋରଣ ଗ୍ରାମ ପଞ୍ଚାୟତ
ତହସିଲଟାଙ୍ଗୀ
Time zoneIST (+୫.୩୦)
ଡାକ କୋଡ଼
୭୫୨୦୨୭[୧]
Area code+୦୬୭୫୬
ଯାନବାହାନ ପଞ୍ଚୀକରଣOD/୦୨

ସୋରଣ ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

  • ନିକଟତମ ରେଳ ଷ୍ଟେସନ: କୁହୁରି ଏବଂ କାଳୁପଡା ଘାଟ
  • ନିକଟତମ ବସ ସେବା: କୁହୁରି ଏବଂ ଟାଙ୍ଗୀ

ଶିକ୍ଷା[ସମ୍ପାଦନା]

ଗ୍ରାମରେ ଭଗବତି ବିଦ୍ୟାପୀଠ ନାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଗ୍ରାମ ଠୁ ୨ କି.ମି ଦୁରେ ଅବସ୍ଥିତ ।ସୋରଣ ଚିଲିକା ବିଦ୍ୟନିକେତନ ନାମକ ଅନ୍ୟ ଏକ ଉଚ୍ଚ ବିଦ୍ୟାଳୟ ବି ଅଛି।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ବ୍ରହ୍ମେଶ୍ୱର ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଜ ମେଳା ଅନୁଷ୍ଠିତ ହୋଇଥାଏ ।ଏହି ଗ୍ରାମରେ ବହୁତ ମନ୍ଦିର ଅଛି ଭଗବତୀ ଦେବୀ ମନ୍ଦିର, ସ୍ୟାମେଶ୍ୱରୀ ମନ୍ଦିର, ମଙ୍ଗଳା ମନ୍ଦିର, ଚଣ୍ଡେଶ୍ୱର ଦେବ ମନ୍ଦିର, ମା ଡୋମଣି ମନ୍ଦିର, ବାଲୁଙ୍କେସ୍ୱର ମନ୍ଦିର ଅଛି । ଏହା ବ୍ୟତିତ 2ଟି ମସଜିଦ ଅଛି।ଚିଲିକା କୂଳରେ ମା କାଳିଜାଇ ମନ୍ଦିର ଓ ଯୋଗମାୟା ମନ୍ଦିର ଅଛି।

ଆଧାର[ସମ୍ପାଦନା]