ଜଗନ୍ନାଥ ମନ୍ଦିର, ସିଆଲକୋଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଜଗନ୍ନାଥ ମନ୍ଦିର, ସିଆଲକୋଟ
ଜଗନ୍ନାଥ ମନ୍ଦିର, ସିଆଲକୋଟ is located in Pakistan
ଜଗନ୍ନାଥ ମନ୍ଦିର, ସିଆଲକୋଟ
ଜଗନ୍ନାଥ ମନ୍ଦିର, ସିଆଲକୋଟ
Location within Pakistan
ଭୌଗୋଳିକ ଅବସ୍ଥିତି
ଦିଗବାରେଣି32°29′50″N 74°32′10″E / 32.49722°N 74.53611°E / 32.49722; 74.53611Coordinates: 32°29′50″N 74°32′10″E / 32.49722°N 74.53611°E / 32.49722; 74.53611
ଦେଶପାକିସ୍ତାନ
ରାଜ୍ୟପଞ୍ଜାବ
ଅବସ୍ଥିତିପ୍ୟାରିସ ରୋଡ଼, ସିଆଲକୋଟ
ପରମ୍ପରା
ମୁଖ୍ୟ ଆରାଧ୍ୟଜଗନ୍ନାଥ

ପାକିସ୍ତାନର ପଞ୍ଜାବ ରାଜ୍ୟ ଅନ୍ତର୍ଗତ ସିଆଲକୋଟଠାରେ ୨୦୦୪ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।[୧] ମନ୍ଦିରଟି ସହରର "ପ୍ୟାରିସ ରୋଡ଼"ଠାରେ ଅବସ୍ଥିତ । ସିଆଲକୋଟର ହିନ୍ଦୁ ସଂପ୍ରଦାୟ ଓ ହକୀମ ରତନ ଲାଲ ଭଗତଙ୍କ ପ୍ରଚେଷ୍ଠାରେ ଏହି ମନ୍ଦିରଟି ନିର୍ମାଣ କରାଯାଇ ପାରିଥିଲା । ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରବେଜ ଇଲାହୀ ଏଥିପାଇଁ ୨ଲକ୍ଷ ପାକସ୍ତାନି ଟଙ୍କା ଦାନ କରିଥିଲେ । ମନ୍ଦିରଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଏବଂ ଏହାକୁ ତାଲା ପକେଇ ବନ୍ଦ କରିବାକୁ ମଧ୍ୟ ପ୍ରୟାସ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. http://www.telegraphindia.com/1150718/jsp/odisha/story_32244.jsp#.V39YkNJ97IU
  2. "Miscreants lock newly constructed Jagannath temple in Pakistan". andhranews dot net. 15 july 1997. Check date values in: |date= (help); |access-date= requires |url= (help)