ଜଗନ୍ନାଥ ମନ୍ଦିର, ସିଆଲକୋଟ
ଦେଖଣା
(Jagannath Temple, Sialkotରୁ ଲେଉଟି ଆସିଛି)
| ଜଗନ୍ନାଥ ମନ୍ଦିର, ସିଆଲକୋଟ | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | ପ୍ୟାରିସ ରୋଡ଼, ସିଆଲକୋଟ |
| State | ପଞ୍ଜାବ |
| Country | ପାକିସ୍ତାନ |
ପାକିସ୍ତାନର ପଞ୍ଜାବ ରାଜ୍ୟ ଅନ୍ତର୍ଗତ ସିଆଲକୋଟଠାରେ ୨୦୦୪ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।[୧] ମନ୍ଦିରଟି ସହରର "ପ୍ୟାରିସ ରୋଡ଼"ଠାରେ ଅବସ୍ଥିତ । ସିଆଲକୋଟର ହିନ୍ଦୁ ସଂପ୍ରଦାୟ ଓ ହକୀମ ରତନ ଲାଲ ଭଗତଙ୍କ ପ୍ରଚେଷ୍ଠାରେ ଏହି ମନ୍ଦିରଟି ନିର୍ମାଣ କରାଯାଇ ପାରିଥିଲା । ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରବେଜ ଇଲାହୀ ଏଥିପାଇଁ ୨ଲକ୍ଷ ପାକସ୍ତାନି ଟଙ୍କା ଦାନ କରିଥିଲେ । ମନ୍ଦିରଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଏବଂ ଏହାକୁ ତାଲା ପକେଇ ବନ୍ଦ କରିବାକୁ ମଧ୍ୟ ପ୍ରୟାସ କରାଯାଇଥିଲା ।[୨]