ବିଭୂତିଭୂଷଣ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Bibhuti Bhusan Tripathyରୁ ଲେଉଟି ଆସିଛି)
ବିଭୂତିଭୂଷଣ ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ୧୯୨୩
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧

ବିଭୂତିଭୂଷଣ ତ୍ରିପାଠୀ (ଜନ୍ମ: ୧୯୨୩) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ତାଙ୍କ ଲେଖାରେ ମଧ୍ୟବିତ୍ତ ପରିବାରର ମନସ୍ତତ୍ତ୍ୱର ପରିପ୍ରକାଶ ହେଉଥିଲା ।[୨] ସେ ୧୯୮୧ ମସିହାରେ ତାଙ୍କ ଉପନ୍ୟାସ ନିଶାନ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ[ସମ୍ପାଦନା]

  • ନିଶାନ୍ତ - ୧୯୭୯ (ପୀତାମ୍ବର ମିଶ୍ର)[୩]
  • ସେତୁ - ୧୯୭୧ (ପୀତାମ୍ବର ମିଶ୍ର)
  • ଚନ୍ଦନା - ୧୯୮୩ (ବିଦ୍ୟାପୁରୀ)
  • ଅହଲ୍ୟା ଓ କେତୋଟି ନିର୍ବାଚିତ ଗଳ୍ପ - ୧୯୯୪ (ବିଦ୍ୟାପୁରୀ)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୧ (ନିଶାନ୍ତ ପାଇଁ)[୫]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୬]

ଆଧାର[ସମ୍ପାଦନା]

  1. Indian & Foreign Review. Publications Division of the Ministry of Information and Broadcasting, Government of India. 1970.
  2. National Book Trust (1996). Beyond the roots: an anthology of Oriya short stories. National Book Trust, India. ISBN 978-81-237-2246-7.
  3. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
  4. "The National Library of India". opac.nationallibrary.gov.in. Natial Library. Retrieved 19 January 2019.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Archived from the original on 23 September 2019. Retrieved 24 December 2018.
  6. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)