Jump to content

ବିଜୟକୃଷ୍ଣ ମହାନ୍ତି

ଉଇକିପିଡ଼ିଆ‌ରୁ
(Bijay Krushna Mohantyରୁ ଲେଉଟି ଆସିଛି)
ବିଜୟକୃଷ୍ଣ ମହାନ୍ତି
ଜନ୍ମ୧୯୨୮
କୁଣ୍ଢେଇବେଣ୍ଟ ସାହି, ପୁରୀ
ଜାତୀୟତାଭାରତୀୟ
ବୈବାହିକ-ସାଥୀବ୍ରହ୍ମୋତ୍ରୀ ମହାନ୍ତି[]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବିଜୟକୃଷ୍ଣ ମହାନ୍ତି, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଓ ଡିଟେକ୍ଟିଭ ଉପନ୍ୟାସ ଲେଖକ ।[]

ବିଜୟକୃଷ୍ଣ, ୧୯୨୮ ମସିହାରେ ପୁରୀର କୁଣ୍ଢେଇବେଣ୍ଟ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ବ୍ରହ୍ମୋତ୍ରୀ ମହାନ୍ତି ମଧ୍ୟ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[]

ରଚନାବଳୀ

[ସମ୍ପାଦନା]

ଗଳ୍ପଗ୍ରନ୍ଥ

[ସମ୍ପାଦନା]
  • ସ୍ୱରଭଙ୍ଗ
  • ତଥାପି[]
  • ପ୍ରଚକ୍ଷୁ
  • ମ୍ଲାନଜୋତ୍ସ୍ନା
  • ଦିଗବଳୟ
  • ନିଘଞ୍ଚ ଜତୁଗ୍ରହ
  • ତୃତୀୟ ନୟନ

ଡିଟେକ୍ଟିଭ ଉପନ୍ୟାସ

[ସମ୍ପାଦନା]
  • ବିଜୟ ଡିଟେକ୍ଟିଭ ସିରିଜ୍

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ ମଧ୍ୟରେ (ପ୍ରଚକ୍ଷୁ ଗଳ୍ପଗ୍ରନ୍ଥ ପାଇଁ )[]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  1. http://www.thehindu.com/todays-paper/tp-national/tp-otherstates/writer-brahmotri-mohanty-passes-away/article496521.ece
  2. Indian Author. Authors Guild of India. 1983.
  3. http://indiatoday.intoday.in/story/more-and-more-authors-in-orissa-tie-the-knot-to-deal-with-increasing-literary-hardships/1/219505.html
  4. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 616–. ISBN 978-81-7201-798-9.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Archived from the original on 8 October 2020. Retrieved 4 October 2017.
  6. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)