ଗିଲାପି
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ମସ୍ତକ ଉପରେ ମଧ୍ୟ ଚାନ୍ଦୁଆ ଭଳି ଏକ ବସ୍ତ୍ର ଲାଗିଥାଏ । ଏହାକୁ ଗିଲାପି ବୋଲି କୁହାଯାଏ ।[୧] ଏହି ବସ୍ତ୍ର ଜଗନ୍ନାଥଙ୍କ ଅଙ୍ଗଙ୍କୁ ବର୍ଷାରୁ ସୁରକ୍ଷା ଦିଏ ।
ଗଠନ ଓ ବ୍ୟବହାର
[ସମ୍ପାଦନା]ଗିଲାପି, ଲାଲ ରଙ୍ଗର କାଶ୍ମିରୀ ବନାତ ବା ପଶମରେ ଏହା ଆଚ୍ଛାଦିତ ହୋଇ ରହିଥାଏ ।[୧] ଏହାକୁ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟବହାର କରାଯାଉଥିଲା । ଯାହା ଅତି ସୁନ୍ଦର ମଧ୍ୟ ଦେଖାଯାଏ । ହେଲେ ଏବେ ରଥରେ ଆଉ ଏହି ଗିଲାପି ବ୍ୟବହାର ହେଉନାହିଁ । ରଥ ପାଇଁ ଆସୁଥୁବା କନାରୁ ଖଣ୍ଡିଏ କାଟି ସେଠାରେ ଲଗାଇ ଦିଆଯାଉଛି ।[୧]