ଗିଲାପି

ଉଇକିପିଡ଼ିଆ‌ରୁ

ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ମସ୍ତକ ଉପରେ ମଧ୍ୟ ଚାନ୍ଦୁଆ ଭଳି ଏକ ବସ୍ତ୍ର ଲାଗିଥାଏ । ଏହାକୁ ଗିଲାପି ବୋଲି କୁହାଯାଏ ।[୧] ଏହି ବସ୍ତ୍ର ଜଗନ୍ନାଥଙ୍କ ଅଙ୍ଗଙ୍କୁ ବର୍ଷାରୁ ସୁରକ୍ଷା ଦିଏ ।

ଗଠନ ଓ ବ୍ୟବହାର[ସମ୍ପାଦନା]

ଗିଲାପି, ଲାଲ ରଙ୍ଗର କାଶ୍ମିରୀ ବନାତ ବା ପଶମରେ ଏହା ଆଚ୍ଛାଦିତ ହୋଇ ରହିଥାଏ ।[୧] ଏହାକୁ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟବହାର କରାଯାଉଥିଲା । ଯାହା ଅତି ସୁନ୍ଦର ମଧ୍ୟ ଦେଖାଯାଏ । ହେଲେ ଏବେ ରଥରେ ଆଉ ଏହି ଗିଲାପି ବ୍ୟବହାର ହେଉନାହିଁ । ରଥ ପାଇଁ ଆସୁଥୁବା କନାରୁ ଖଣ୍ଡିଏ କାଟି ସେଠାରେ ଲଗାଇ ଦିଆଯାଉଛି ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଗିଲାପି". ପ୍ରମେୟ. ୧୫ ଜୁନ ୨୦୧୫. p. ୨. Retrieved 21 September 2015. {{cite news}}: Check date values in: |date= (help)[permanent dead link]

ଅଧିକ ତଥ୍ୟ[ସମ୍ପାଦନା]