ସମ୍ବଲପୁରୀ ନାଚ

ଉଇକିପିଡ଼ିଆ ରୁ
(ସମ୍ବଲପୁରୀ ନୃତ୍ୟ ରୁ ଲେଉଟି ଆସିଛି)
Jump to navigation Jump to search
ଆଇ.ଆଇ.ଟି. ଖଡ଼ଗପୁରରେ ଉତ୍କଳ ଦିବସ ୨୦୧୨ରେ ହୋଇଥିବା ନୃତ୍ୟ

ସମ୍ବଲପୁରୀ ନାଚ ମୁଖ୍ୟତ ଓଡ଼ିଶାର ପଶ୍ଚିମାଞ୍ଚଳରେ ଆଦୃତ ଏକ ଲୋକ ନୃତ୍ୟ । ସେହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ପୂଜା ପାର୍ବଣ ଓ ଅନ୍ୟ ମେଳା ମଉଛବରେ ଏହି ନାଚ କରିଥାନ୍ତି । ବିଶେଷ ଭାବେ ଏହି ନାଚ ଶୈଳୀରେ ଦେହ ଓ ମୁଖର ବିଭିନ୍ନ ଭଙ୍ଗୀ ଉପରେ ଗୁରୁତ୍ୱ ଦିଆ ହୋଇଥାଏ । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ସାଧାରଣତ ଜହ୍ନରାତିରେ ମୁକ୍ତଭାବେ ଏହା ପ୍ରଦର୍ଶନ କରିଥାନ୍ତି । [୧]

ଆଧାର[ସମ୍ପାଦନା]