ହେମାନନ୍ଦ ବିଶ୍ୱାଳ
ଦେଖଣା
ହେମାନନ୍ଦ ବିଶ୍ୱାଳ | |
|---|---|
![]() ହେମାନନ୍ଦ ବିଶ୍ୱାଳ | |
| ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
| କାର୍ଯ୍ୟକାଳ ୭ ଡିସେମ୍ବର ୧୯୮୯ – ୫ ମାର୍ଚ ୧୯୯୦ | |
| ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
| ପର ଅଧିକାରୀ | ବିଜୁ ପଟ୍ଟନାୟକ |
| କାର୍ଯ୍ୟକାଳ ୬ ଡିସେମ୍ବର ୧୯୯୯ – ୫ ମାର୍ଚ ୨୦୦୦ | |
| ପୂର୍ବ ଅଧିକାରୀ | ଗିରିଧର ଗମାଙ୍ଗ |
| ପର ଅଧିକାରୀ | ନବୀନ ପଟ୍ଟନାୟକ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ଡିସେମ୍ବର ୧୯୩୯ |
| ମୃତ୍ୟୁ | ୨୫ ଫେବୃଆରୀ ୨୦୨୨ (ବୟସ ୮୨) ଭୁବନେଶ୍ୱର |
| ଜାତୀୟତା | ଭାରତ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ବୃତ୍ତି | ରାଜନୀତି |
| 21 May, 2010 ସୁଦ୍ଧା ଆଧାର: [୧] | |
ହେମାନନ୍ଦ ବିଶ୍ୱାଳ (୧ ଡିସେମ୍ବର ୧୯୩୯-୨୫ ଫେବୃଆରୀ ୨୦୨୨) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୯ ମସିହାରେ ସେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]
| Preceded by ଜାନକୀ ବଲ୍ଲଭ ପଟ୍ଟନାୟକ (ପ୍ରଥମ ଦଫା) ଗିରିଧର ଗମାଙ୍ଗ (ଦ୍ୱିତୀୟ ଦଫା) |
ଓଡ଼ିଶାର ମୁଖ୍ୟମନ୍ତ୍ରୀ ୭ ଡିସେମ୍ବର ୧୯୮୯ଠାରୁ ୫ ମାର୍ଚ ୧୯୯୦ (ପ୍ରଥମ ଦଫା) ୬ ଡିସେମ୍ବର ୧୯୯୯ଠାରୁ ୫ ମାର୍ଚ ୨୦୦୦ (ଦ୍ୱିତୀୟ ଦଫା) |
Succeeded by ବିଜୁ ପଟ୍ଟନାୟକ (ପ୍ରଥମ ଦଫା) ନବୀନ ପଟ୍ଟନାୟକ (ଦ୍ୱିତୀୟ ଦଫା) |
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
