Jump to content

ଗିରିଧର ଗମାଙ୍ଗ

ଉଇକିପିଡ଼ିଆ‌ରୁ
ଗିରିଧର ଗମାଙ୍ଗ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୭ ଫେବୃଆରୀ ୧୯୯୯–୬ ଡିସେମ୍ବର ୧୯୯୯
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀହେମାନନ୍ଦ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1943-04-08) ୮ ଅପ୍ରେଲ ୧୯୪୩ (ବୟସ ୮୨)
ଡିବିରିସିଙ୍ଗି ଗ୍ରାମ, ରାୟଗଡ଼ା, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହେମାବତୀ ଗମାଙ୍ଗ
ସନ୍ତାନଦୁଇ ପୁତ୍ର ଓ ଗୋଟିଏ କନ୍ୟା
ଘରରାୟଗଡ଼ା
December 26, 2008 ସୁଦ୍ଧା
ଆଧାର: [୧]

ଗିରିଧର ଗମାଙ୍ଗ (ଜନ୍ମ: ୮ ଅପ୍ରେଲ ୧୯୪୩) ଭାରତୀୟ ଜାତୀୟ କଂଗ୍ରେସର ଜଣେ ନେତା ଥିଲେ, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ଏବେ ଭାରତୀୟ ଜନତା ପାର୍ଟୀର ନେତା ଅଛନ୍ତି।[]

ସେ ଓଡିଶାର ରାୟଗଡ଼ ଜିଲ୍ଲାର ଡ଼ିବିରିସିଙ୍ଗି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ ମସିହାରେ, ସେ ପ୍ରଥମଥର ପାଇଁ କୋରାପୁଟରୁ ପଞ୍ଚମ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ୧୯୭୭, ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ଏବଂ ୨୦୦୪ ମସିହାରେ ପୁନର୍ବାର ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ସେ ୧୭ ଫେବୃଆରୀ ୧୯୯୯ ରୁ ୬ ଡିସେମ୍ବର ୧୯୯୯ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ ।[]

ତାଙ୍କର ପତ୍ନୀ, ହେମା ଗମାଙ୍ଗ, ୧୯୯୯ ମସିହାରେ ହୋଇଥିବା ୧୩ତମ ଲୋକସଭା ନିର୍ବାଚନରେ କୋରାପୁଟ ଆସନରୁ ବିଜୟୀ ହୋଇଥିଲେ, ଯେତେବେଳେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ।

  1. "Former Odisha CM Giridhar Gamang joins BJP - The Hindu". web.archive.org. 2023-01-14. Archived from the original on 2023-01-14. Retrieved 2025-04-01.{{cite web}}: CS1 maint: bot: original URL status unknown (link)
  2. "Veteran Congress leader Giridhar Gamang quits party". web.archive.org. 2015-05-30. Archived from the original on 2015-05-30. Retrieved 2025-04-01.

ବାହାର ଆଧାର

[ସମ୍ପାଦନା]
Preceded by
ଜାନକୀ ବଲ୍ଲଭ ପଟ୍ଟନାୟକ
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୧୭ ଫେବୃଆରୀ ୧୯୯୯ଠାରୁ ୬ ଡିସେମ୍ବର ୧୯୯୯
Succeeded by
ହେମାନନ୍ଦ ବିଶ୍ୱାଳ