ରଘୁପତି ରାଘବ ରାଜାରାମ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ରଘୁପତି ରାଘବ ରାଜାରାମ
ନିର୍ଦ୍ଦେଶକ ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ ସୀତାରମ ଅଗ୍ର‌ୱାଲ
ସଂଳାପ ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ ସୁଧାଂଶୁ ମୋହ‌ନ ସାହୁ
କଳାକାର ସିଦ୍ଧାନ୍ତ ମହାପାତ୍ର, ରିୟା ଦେ, ପୁପିନ୍ଦର ସିଂହ, ମିହିର ଦାସ, ଅନିତା ଦାସ, ତୃପ୍ତି ସିହ୍ନା
ସଙ୍ଗୀତ ବିକାଶ ଦାସ
ସମ୍ପାଦକ ରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୮ ଅଗଷ୍ଟ ୨୦୧୫
ଦେଶ  ଭାରତ
ଭାଷା ଓଡ଼ିଆ

ରଘୁପତି ରାଘବ ରାଜାରାମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହା ସାର୍ଥକର ୧୪ ତମ ଚଳଚ୍ଚିତ୍ର ଥିଲା ।[୨] ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ ଶ୍ରୀକାନ୍ତ ଗୌତମ । ନିର୍ଦ୍ଦେଶକ ସୁଧାଂଶୁ ମୋ‌ହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ରିୟା ଦେ[୩], ପୁପିନ୍ଦର ସିଂହ[୪], ରୂପାଲି, ଦେବାଶିଷ, ଦେବସ୍ମିତା ପଣ୍ଡା[୫][୬] ଆଦି କଳାକାରମାନେ ଅଭିନୟ କରିଥିଲେ । ମିହିର ଦାସ, ଅନିତା ଦାସ, ତୃପ୍ତି ସିହ୍ନା, ତପସ୍ୱିନୀ ମିଶ୍ର, ମନିଷା ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଚୋରି କରୁ କରୁ" 
2."ଚୋରି ତ କରିନି" 
3."ଜୀବନରେ କିଛି ବି" 
4."ନିଃଶ୍ୱାସ ଥିଲା" 
5."ଶୁଣେନା ଶୁଣେନା" 

ଆଧାର[ସମ୍ପାଦନା]

  1. "ଓଲିଉଡ୍ @୨୦୧୫". Odisha Reporter. 29 December 2015. http://odishareporter.in/entertainment/ollywood-2015-round-up/. Retrieved 25 August 2017. 
  2. ୨.୦ ୨.୧ "Raghupati Raghaba Rajaram (ରଘୁପତି ରାଘବ ରାଜାରାମ) - 2015 Romantic Action Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 25 August 2017. 
  3. "ନିରାଶ ହେଲେ ରୀୟା". ସମ୍ବାଦ. 16 October 2016. http://sambad.in/news/entertainment/riya-despairs/11170.html. Retrieved 25 August 2017. 
  4. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. http://sambad.in/entertainment/pupindar-absent-in-2017-51698/. Retrieved 10 April 2018. 
  5. "ଫେରିଲେ ଦେବସ୍ମିତା". ସମ୍ବାଦ. 11 November 2016. http://www.sambad.in/news/entertainment/debasmita-returns/16234.html. Retrieved 25 August 2017. 
  6. "ଦିଲକା ରାଜାର ମହୁରତ". Ollywood Maza. 22 October 2016. http://ollywoodmaza.info/%E0%AC%A6%E0%AC%BF%E0%AC%B2%E0%AC%95%E0%AC%BE-%E0%AC%B0%E0%AC%BE%E0%AC%9C%E0%AC%BE-%E0%AC%B0-%E0%AC%AE%E0%AC%B9%E0%AD%81%E0%AC%B0%E0%AC%A4/. Retrieved 25 August 2017. 
  7. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. http://sambad.in/entertainment/pupinderreturns-95768/. Retrieved 10 April 2018. 

ବାହାର ଆଧାର[ସମ୍ପାଦନା]