କଲେଜ ଟାଇମ

ଉଇକିପିଡ଼ିଆ ରୁ
Jump to navigation Jump to search
କଲେଜ ଟାଇମ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଉତ୍ତମ କୁମାର ପାଣିଗ୍ରାହୀ
ସଂଳାପଶରଣାରବିନ୍ଦ ଓଝା
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀଶରଣାରବିନ୍ଦ ଓଝା
କଳାକାରଅମ୍ଳାନ ଦାସ
ରିୟା ଦେ
ମିହିର ଦାସ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସଞ୍ଜୀବ ମହାପାତ୍ର
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୩ ଜାନୁଆରୀ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

କଲେଜ ଟାଇମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଉତ୍ତମ କୁମାର ପାଣିଗ୍ରାହୀ । ଗାୟତ୍ରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନନରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୧] ଏହି ଚଳଚ୍ଚିତ୍ରଟିର କାହାଣୀ ଏବଂ ସଂଳାପ ଲେଖିଥିଲେ ଶରଣାରବିନ୍ଦ ଓଝା । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ।[୨] ଗୀତିକାର ଅରୁଣ ମନ୍ତ୍ରୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୩]

ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ନାୟିକା ରିୟା ଦେ ।[୪] ମିହିର ଦାସ ଏହି ଚଳଚ୍ଚିତ୍ରର ମଧ୍ୟ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଅରୁଣ ମନ୍ତ୍ରୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."କଲେଜ ଟାଇମ" 
2."ବେବି ଡଲ୍" 
3."ଗାର୍ଲଫ୍ରେଣ୍ଡ ବସ୍ତାରେ" 
4."ଜୀବନ ହେଇଛି" 
5."ରେ ମେଘ ତୁ ଆ" 
6."ଶ୍ରୀ ଗଣେଶ" 
7."ଥରେ ଥରେ ମୋ ମନ" 

ଆଧାର[ସମ୍ପାଦନା]

  1. "College Time (2015)". Odiafilms.in. Retrieved 9 August 2017.
  2. "College Time (କଲେଜ ଟାଇମ) - 2015 Odia Film". Odia Portal. Retrieved 9 August 2017.
  3. "College Time". Odia Movie Database. Retrieved 9 August 2017.
  4. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018.CS1 maint: Unrecognized language (link)

ବାହାର ଆଧାର[ସମ୍ପାଦନା]