ଏଇ ଜନମର ସାଥିଟିଏ
Appearance
ଏଇ ଜନମର ସାଥିଟିଏ | |
---|---|
ନିର୍ଦ୍ଦେଶକ | ଜିତେନ୍ଦ୍ର ସାହୁ |
ପ୍ରଯୋଜକ | ପଙ୍କଜ ସାହୁ ଅଶୋକ ସାହୁ |
ସଂଳାପ | ଭାବବିନୋଦ |
ଚିତ୍ରନାଟ୍ୟ | ଜିତେନ୍ଦ୍ର ସାହୁ |
କାହାଣୀ | ଜିତେନ୍ଦ୍ର ସାହୁ |
କଳାକାର | ଦୀପନ ଦାସ ମିହିର ଦାସ ରବି ମିଶ୍ର |
ସଙ୍ଗୀତ | ଗଗନ ବିହାରୀ |
ମୁକ୍ତିଲାଭ ତାରିଖ | ୨୫ ଅପ୍ରେଲ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏଇ ଜନମର ସାଥିଟିଏ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ସାହୁ ଏବଂ ଅଶୋକ ସାହୁ । ତ୍ରୀମୂର୍ତ୍ତୀ ଫିଲ୍ମସ୍ ବ୍ୟାନରର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଜିତେନ୍ଦ୍ର ସାହୁ ଏବଂ ସଂଳାପ ଲେଖିଥିଲେ ଭାବବିନୋଦ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ସାହୁ । ଗଗନ ବିହାରୀ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ ଦାସ । ମିହିର ଦାସ, ରବି ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଦୀପନ ଦାସ
- ଚିନ୍ମୟୀ ପ୍ରିୟଦର୍ଶିନୀ[୨]
- ମିହିର ଦାସ
- ରବି ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ବିହାରୀ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଏଇ ଜନମର ସାଥିଟିଏ" | |
2. | "ଗୁଦୁଲୁ ଗୁଦୁଲୁ ଗୁମ୍ମା" | |
3. | "ଝୁଟା ହୈ ୟେ ବନ୍ଧନ" | |
4. | "ଏକା ତୁ ନୁହେଁ ଏକା ମୁଁ ନୁହେଁ" | |
5. | "କରଲେ ତୁ ପ୍ୟାର କରଲେ" | |
6. | "ଦୁନିଆ ବୁଝେନା" | |
7. | "ତତେ ମୁଁ ଦେଇ ସାରିଚି ଦିଲ୍" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Aei Janamara Sathi Tie". Odia Movie Database. Archived from the original on 19 July 2017. Retrieved 16 August 2017.
- ↑ Guru, Himanshu (2017-09-14). "Producer and shooting star". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Archived from the original on 2021-11-08. Retrieved 2021-11-08.