Jump to content

କିଏ ଦବ ଟକ୍କର

ଉଇକିପିଡ଼ିଆ‌ରୁ
କିଏ ଦବ ଟକ୍କର
ନିର୍ଦ୍ଦେଶକଏସ୍ କେ ମୁରଲୀଧରନ୍‌
ପ୍ରଯୋଜକଭରତ ଗୌରବ ଦାସ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟଏସ୍ କେ ମୁରଲୀଧରନ୍‌
କାହାଣୀଏସ୍ କେ ମୁରଲୀଧରନ୍‌
କଳାକାରପ୍ରଦୀପ ଦତ୍ତ
ପତ୍ରାଳୀ ଚଟୋପାଧ୍ୟାୟ
ମିହିର ଦାସ
ଅପରାଜିତା ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଭଗତ ସିଂ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧ ଅପ୍ରେଲ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

କିଏ ଦବ ଟକ୍କର, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଭରତ ଗୌରବ ଦାସ । ଏସ୍ କେ ମୂରଲୀଧରନ୍ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ମଳ ନାୟକ ସଂଳାପ ରଚନା କରିଥିଲେ । ଏସ୍ ଏକ ମୂରଲୀଧରନ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ

ପ୍ରଦୀପ ଦତ୍ତ, ପତ୍ରାଳୀ ଚଟ୍ଟୋପାଧ୍ୟାୟ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ସୁଧାକର ବସନ୍ତ, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

କ୍ରମଗୀତସମୟ
1."ଡିସ୍କୋ ଜମାନା" 
2."ଏ ଜାଇଫୁଲ ଲୋ" 
3."କିଏ ଦେବ ଟକ୍କର" 
4."ମନ ଚଞ୍ଚଳ ତୋ ପାଇଁ" 
5."ନାଲି ନାଲି ତୋ ଚେହେରା" 
6."ଓରେ ପ୍ରିୟା" 
  1. http://www.dailypioneer.com/state-editions/deluge-of-movies-hit-ollywood-in-2015.html
  2. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  3. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  4. "ଟକ୍କର ଦେବା ପାଇଁ ପରଦାକୁ ଫେରୁଛନ୍ତି ବୋବାଲ ଟୋକା ! | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2018-04-10. Retrieved 2019-06-21.
  5. "ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌ ଦେଇଥିଲେ". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.
  6. "ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ". Sambad. 21 May 2023. Archived from the original on 18 September 2023. Retrieved 18 September 2023.

ବାହାର ଆଧାର

[ସମ୍ପାଦନା]