ମାଇଁ ଫାର୍ଷ୍ଟ ଲଭ୍
ଦେଖଣା
| ମାଇଁ ଫାର୍ଷ୍ଟ ଲଭ୍ | |
|---|---|
| ନିର୍ଦ୍ଦେଶକ | ମନୋରଞ୍ଜନ ପାଲ |
| ପ୍ରଯୋଜକ | ଦେବେନ୍ଦ୍ର ନାଥ ସାହୁ |
| ସଂଳାପ | ମନୋରଞ୍ଜନ ସାହାଣୀ |
| କାହାଣୀ | ଦେବେନ୍ଦ୍ର ନାଥ ସାହୁ |
| କଳାକାର | ବୁଲୁ, ଜିନା, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବ୍ରଜ ସିଂ |
| ସଙ୍ଗୀତ | ମିତ୍ରଭାନୁ, ଅରବିନ୍ଦ, ଅଗ୍ନିରାଜ |
| ଚିତ୍ରଗ୍ରହଣ | କିସୁ ଦା |
| ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୭ ମାର୍ଚ୍ଚ ୨୦୧୫ |
| ଦେଶ | |
| ଭାଷା | ଓଡ଼ିଆ |
ମାଇଁ ଫାର୍ଷ୍ଟ ଲଭ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଦେବେନ୍ଦ୍ର ନାଥ ସାହୁ । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଦେବେନ୍ଦ୍ର ନାଥ ସାହୁ । ମନୋରଞ୍ଜନ ସାହାଣୀ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ମନୋରଞ୍ଜନ ପାଲ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିତ୍ରଭାନୁ, ଅରବିନ୍ଦ ଏବଂ ଅଗ୍ନିରାଜ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଲୁ ଏବଂ ଜୀନା । ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବ୍ରଜ ସିଂ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ବୁଲୁ
- ଜିନା
- ପ୍ରଦ୍ୟୁମ୍ନ ଲେଙ୍କା
- ନମ୍ରତା ଦାସ
- ବ୍ରଜ ସିଂ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ମିତ୍ରଭାନୁ, ଅରବିନ୍ଦ ଏବଂ ଅଗ୍ନିରାଜ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ତୁମେ ଆସ" | |
| 2. | "ତୁ ମୋର" | |
| 3. | "ମାଇଁ ଫାର୍ଷ୍ଟ ଲଭ୍" | |
| 4. | "ମୋ ସ୍ୱପ୍ନରୁ" | |
| 5. | "ଜୀବନ ତ" | |
| 6. | "ବୋତଲ ନାଚେ" |
ଆଧାର
[ସମ୍ପାଦନା]- ↑ "My First Love". Odia Movie Database. Archived from the original on 19 July 2017. Retrieved 13 August 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାଇଁ ଫାର୍ଷ୍ଟ ଲଭ୍