ଲେଖିଚି ନାଁ ତୋର
ଦେଖଣା
ଲେଖିଚି ନାଁ ତୋର | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ରବିନ୍ଦ୍ର ପଣ୍ଡା |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଦିଲ୍ଲୀପ ପଣ୍ଡା |
କାହାଣୀ | ବିଜୟଲକ୍ଷ୍ମୀ ପଣ୍ଡା |
କଳାକାର | ସମ୍ବିତ ଆଚାର୍ଯ୍ୟ ପିଙ୍କି ପ୍ରିୟଦର୍ଶିନୀ ହରିହର ମହାପାତ୍ର ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ମୁକ୍ତିଲାଭ ତାରିଖ | ୮ ମଇ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲେଖିଚି ନାଁ ତୋର, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ରବିନ୍ଦ୍ର ପଣ୍ଡା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଏକ୍ସେଲ ମୁଭିଜ୍ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲେ । ଏହି ବ୍ୟାନରର ଏହା ଥିଲା ୫ମ ଚଳଚ୍ଚିତ୍ର ।[୨] ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ବିଜୟଲକ୍ଷ୍ମୀ ପଣ୍ଡା ।[୩] ଦିଲ୍ଲୀପ ପଣ୍ଡା ଏହି ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସମ୍ବିତ ଆଚାର୍ଯ୍ୟ[୫] ଏବଂ ନାୟିକା ପିଙ୍କି ପ୍ରିୟଦର୍ଶିନୀ ।[୬] କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ପିଙ୍କି ପ୍ରିୟଦର୍ଶିନୀ
- କ୍ରିଷ୍ଣା କର
- ହରିହର ମହାପାତ୍ର
- ପ୍ରଦ୍ୟୁମ୍ନ ଲେଙ୍କା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ବୈଦ୍ୟନାଥ ଦାଶ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଛପନ ଇଞ୍ଚ୍ ଛାତି" | |
2. | "ହାଏରେ ହାଏ" | |
3. | "ଲେଖିଲୁ ଯଦି ନାଁଟି ତୋର" | |
4. | "ଲେଖିଚି ନାଁ ତୋର" | |
5. | "ଦିଲ୍ ମୋର ଡାର୍ଟି ଡାର୍ଟି" | |
6. | "ଯବାନୀ ମୋର" | |
7. | "ଅଗିରେ ପକେଇଲୁ ଘିଅ" |
ଆଧାର
[ସମ୍ପାଦନା]- ↑ ମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
- ↑ "Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
- ↑ Mohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
- ↑ "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "'ଛାତି ତଳେ ଡିଂ ଡଙ୍ଗ୍'ରେ ସମ୍ବିତ୍". ସମ୍ବାଦ. 22 September 2016. Archived from the original on 23 August 2017. Retrieved 20 August 2017.
- ↑ Mohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲେଖିଚି ନାଁ ତୋର