ଯିଏ ଯାହା କହୁ ମୋର ଢୋ
Appearance
ଯିଏ ଯାହା କହୁ ମୋର ଢୋ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସନ୍ଦୀପ ରାଉତରାୟ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ମୃତ୍ୟୁଞ୍ଜୟ ସାହୁ |
କାହାଣୀ | ସନ୍ଦିପ ରାଉତରାୟ |
କଳାକାର | ବାବୁଶାନ୍ ଶୀତଲ ଇଲୁ ବାନାର୍ଜି ନମ୍ରତା ଦାସ ହାଡ଼ୁ ଚାନ୍ଦିନୀ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ମୃତ୍ୟୁଞ୍ଜୟ ସାହୁ |
ସମ୍ପାଦକ | ଶିବାନନ୍ଦ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୫[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଯିଏ ଯାହା କହୁ ମୋର ଢୋ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ।[୨] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ ।[୩] ଏହି ଚଳଚ୍ଚିତ୍ରର ନାୟକ ଥିଲେ ବାବୁଶାନ ମହାନ୍ତି ଏବଂ ତାଙ୍କ ସହ ନାୟିକା ରୂପେ ପ୍ରଥମ କରି ଅଭିନୟ ଆରମ୍ଭ କରଥିଲେ ଶୀତଲ ପାତ୍ର ।[୪] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬][୭]
ଅଭିନୟ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଯିଏ ଯାହା କହୁ ମୋର ଢୋ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
[ସମ୍ପାଦନା]- ଯିଏ ଯାହା କହୁ ମୋର ଢୋ
- ଶହେ ଶହେରେ ଖେଳ
- ଜାଗା ଦେଖି ଦେଇ ଦେ ମଣି
- ମୋ ଜୀବନେ ଆସିଚୁ ତୁ
ଆଧାର
[ସମ୍ପାଦନା]- ↑ "Jie Jaha Kahu Mora Dho ( ଯିଏ ଯାହା କହୁ ମୋର ଢୋ )". OdishaFile.Com. Archived from the original on 26 April 2017. Retrieved 8 March 2017.
- ↑ "ଓଲିଉଡ୍ @୨୦୧୫". Odisha Reporters. 29 December 2015. Retrieved 8 March 2017.
- ↑ "Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film". Ollywood OdiaPortal. Retrieved 8 March 2017.
- ↑ "SHTEEL ODIA ACTRESS PHOTO- JIE JAHA KAHU MOR DHO HEROINE". Incredible Orissa. 3 January 2015. Retrieved 8 March 2017.
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଯିଏ ଯାହା କହୁ ମୋର ଢୋ