Jump to content

ଶରଣକୁଳ

ଉଇକିପିଡ଼ିଆ‌ରୁ
ଶରଣକୁଳ
ଗ୍ରାମ
ଦେଶ India
ରାଜ୍ୟOdisha
ଜିଲ୍ଲାନୟାଗଡ଼ ଜିଲ୍ଲା
Elevation
18 m (59 ft)
Population
 (2011)
 • Total୩,୮୫୧
ଭାଷା
 • ସରକାରୀOriya
Time zoneUTC+5:30 (IST)
PIN
୦୬୭୫୩
ଯାନବାହାନ ପଞ୍ଚୀକରଣOR/୦୯
Websitenayagarh.nic.in

ଶରଣକୁଳ, ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ତହସିଲ । ଶରଣକୁଳର ଭଣ୍ଡାର ପାହାଡ଼ ପାଦଦେଶରେ ଲଡୁବାବାଙ୍କ ପୀଠ ଅବସ୍ଥିତ ।[୧]

ଅବସ୍ଥିତି

[ସମ୍ପାଦନା]

ଏହା ଜିଲ୍ଲା ସଦର ମହକୁମା ନୟାଗଡ଼ଠାରୁ ୦୯ କି.ମି. ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୮୨.୬ କି.ମି. ଦୂରରେ ଅବସ୍ଥିତ ।[୨]

ଜନସଂଖ୍ୟା

[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ୯୨୦ ପରିବାର ବିଶିଷ୍ଟ ଏହି ଗାଁର ମୋଟ ଜନସଂଖ୍ୟା ୩୮୫୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୯୮୬ ଏବଂ ମହିଳା ସଂଖ୍ୟା ୧୮୬୫ । ଏହି ଗ୍ରାମର ସାକ୍ଷରତା ହାର ୮୭.୫୮% ଯାହାକି ଓଡ଼ିଶାର ସାକ୍ଷରତା ହାରଠାରୁ ଅଧିକ ।[୩] ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ।

ଶିକ୍ଷାନୁଷ୍ଠାନ

[ସମ୍ପାଦନା]
  • ଶରଣକୁଳ ମହାବିଦ୍ୟାଳୟ[୪]
  1. "Ladoo Baba Shiva Temple, Nayagarh of Odisha". Archived from the original on 22 July 2017. Retrieved 12 July 2017.
  2. "Sarankul". Retrieved 12 July 2017.
  3. "Sarankul Population - Nayagarh, Orissa". Retrieved 12 July 2017.
  4. "Saranakul College". Retrieved 12 July 2017.