ଶରଣକୁଳ
Appearance
ଶରଣକୁଳ | |
---|---|
ଗ୍ରାମ | |
ଦେଶ | India |
ରାଜ୍ୟ | Odisha |
ଜିଲ୍ଲା | ନୟାଗଡ଼ ଜିଲ୍ଲା |
Elevation | 18 m (59 ft) |
Population (2011) | |
• Total | ୩,୮୫୧ |
ଭାଷା | |
• ସରକାରୀ | Oriya |
Time zone | UTC+5:30 (IST) |
PIN | ୦୬୭୫୩ |
ଯାନବାହାନ ପଞ୍ଚୀକରଣ | OR/୦୯ |
Website | nayagarh |
ଶରଣକୁଳ, ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ତହସିଲ । ଶରଣକୁଳର ଭଣ୍ଡାର ପାହାଡ଼ ପାଦଦେଶରେ ଲଡୁବାବାଙ୍କ ପୀଠ ଅବସ୍ଥିତ ।[୧]
ଅବସ୍ଥିତି
[ସମ୍ପାଦନା]ଏହା ଜିଲ୍ଲା ସଦର ମହକୁମା ନୟାଗଡ଼ଠାରୁ ୦୯ କି.ମି. ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୮୨.୬ କି.ମି. ଦୂରରେ ଅବସ୍ଥିତ ।[୨]
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ୯୨୦ ପରିବାର ବିଶିଷ୍ଟ ଏହି ଗାଁର ମୋଟ ଜନସଂଖ୍ୟା ୩୮୫୧ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୧୯୮୬ ଏବଂ ମହିଳା ସଂଖ୍ୟା ୧୮୬୫ । ଏହି ଗ୍ରାମର ସାକ୍ଷରତା ହାର ୮୭.୫୮% ଯାହାକି ଓଡ଼ିଶାର ସାକ୍ଷରତା ହାରଠାରୁ ଅଧିକ ।[୩] ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ।
ଶିକ୍ଷାନୁଷ୍ଠାନ
[ସମ୍ପାଦନା]- ଶରଣକୁଳ ମହାବିଦ୍ୟାଳୟ[୪]
ଆଧାର
[ସମ୍ପାଦନା]- ↑ "Ladoo Baba Shiva Temple, Nayagarh of Odisha". Archived from the original on 22 July 2017. Retrieved 12 July 2017.
- ↑ "Sarankul". Retrieved 12 July 2017.
- ↑ "Sarankul Population - Nayagarh, Orissa". Retrieved 12 July 2017.
- ↑ "Saranakul College". Retrieved 12 July 2017.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |