ଉପମା

ଉଇକିପିଡ଼ିଆ‌ରୁ
Upma
Rava Upma (Suji or Semolina Upma)
Upma
ଅନ୍ୟ ନାମUppuma, Uppittu, Uppumavu, Uppindi, Kharabath, Upeet, Rulanv,Upama
ପରଷାBreakfast
ମୂଳ ସ୍ଥାନIndia
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନWheat rava (semolina) or coarse rice flour.

ଉପମା (ସୁଜି ଉପମା) ଏକ ପୃଷ୍ଟିକର, ସ୍ୱାଦିଷ୍ଟ ବ୍ୟଞ୍ଜନ ଅଟେ । ଏହା ଏକ ଲୋକପ୍ରିୟ ବ୍ୟଞ୍ଜନ ଅଟେ । ଏହାକୁ ସକାଳ ସମୟରେ ଜଳଖିଆରେ ପରସା ଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସୁଜିକୁ ଭଜା ଯାଏ ଏବଂ ସେଥିରେ ଭଜା ଯାଇଥିବା ପରିବା , ମସଲା ଏବଂ ପାଣି ପକାଇ ଉପମା ପ୍ରସତୁତ କରାଯାଏ। ଏହାପରେ ସେଥିରେ କାଜୁ ପକାଇ ସଜା ଯାଇଥାଏ ଏହା ତାର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ।

ବିଭିନ୍ନତା[ସମ୍ପାଦନା]

ଏହାକୁ ବିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି ।

Language Roman Transliteration Native Unicode
ଓଡ଼ିଆ Upama ଉପମା
Kannada Uppittu, Kharabath ಉಪ್ಪಿಟ್ಟು, ಖಾರಬಾತ್
Tamil Uppumavu, Uppuma, Upma உப்புமா
Telugu Uppindi, Upma ఉప్మా, ఉప్పిండి
Malayalam Uppumavu ഉപ്പുമാവ്
Marathi Uppeet, Upma उप्पीट/उपमा
Konkani Rulanv रुलांव
Hindi Upma उपमा
Bengali Okma ওকমা
Upma
Nutritional value per serving
Serving size 120 gm
Energy 1,046 kJ (250 kcal)
Carbohydrates 45.67
- Dietary fiber 3.2 g
Fat 3.78
- saturated 0.916 g
- monounsaturated 1.54 g
- polyunsaturated 0.944 g
Protein 8.11
Potassium 223 mg (5%)
Sodium 190 mg (13%)
Link to Fatsecret India
Percentages are relative to
US recommendations for adults.

ଗ୍ୟାଲେରି[ସମ୍ପାଦନା]