ଧ୍ୱନି ପ୍ରତିଧ୍ୱନି

ଉଇକିପିଡ଼ିଆ ରୁ
Jump to navigation Jump to search
ଧ୍ୱନି ପ୍ରତିଧ୍ୱନି
ପ୍ରକାରଦୈନିକ
ପ୍ରତିଷ୍ଠାତାସୃଷ୍ଟିଧର ପରିଡ଼ା
ପ୍ରକାଶକସୃଷ୍ଟିଧର ପରିଡ଼ା
ସମ୍ପାଦକସୈରିନ୍ଧ୍ରୀ ସାହୁ
ମୁଖ୍ୟ ସମ୍ପାଦକସୃଷ୍ଟିଧର ପରିଡ଼ା
ସହ ସମ୍ପାଦକକୃଷ୍ଣ କୁମାର ମହାନ୍ତି
ଗଠିତ୬ ସେପ୍ତେମ୍ବର, ୨୦୦୦[୧]
ଭାଷାଓଡ଼ିଆ
ମୁଖ୍ୟାଳୟବାଲେଶ୍ୱର
ୱେବସାଇଟhttps://dhwanipratidhwani.net

ଧ୍ୱନି ପ୍ରତିଧ୍ୱନି ବାଲେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଖବରକାଗଜ ।[୨] ଏହାର ପ୍ରକାଶକ ଓ ମୁଖ୍ୟ ସୃଷ୍ଟିଧର ପରିଡ଼ା, ସମ୍ପାଦିକା ସୈରିନ୍ଧ୍ରୀ ସାହୁ[୩] ଓ ସହ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ।

ଆଧାର[ସମ୍ପାଦନା]

  1. Kanungo, Dipti Ranjan. "9th annual function of daily news paper Dhwani Pratidhwani held". Orissadiary. Retrieved 8 September 2009.
  2. Press in India. Office of the Registrar of Newspapers. 2004.
  3. Hari Krishna Behera. GENDER BIAS IN INDIAN NEWS MEDIA: A STUDY OF THE ORIYA LANGUAGE NEWSPAPERS. Lulu.com. pp. 88–. ISBN 978-1-329-78644-8.

ବାହାର ଲିଙ୍କ[ସମ୍ପାଦନା]