ତୁମୁଡ଼ିବନ୍ଧ

ଉଇକିପିଡ଼ିଆ‌ରୁ
(Tumudibandhaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ତୁମୁଡ଼ିବନ୍ଧ
ସହର
Country India
Stateଓଡ଼ିଶା
Districtକନ୍ଧମାଳ
Elevation
374 m (1,227 ft)
Population
 (2011)
 • Total୪,୯୨୮
Languages
Time zoneUTC+5:30 (IST)
PIN
୭୬୨୧୦୭
Telephone code୦୬୮୪୦
ଯାନବାହାନ ପଞ୍ଚୀକରଣOD-12

ତୁମୁଡ଼ିବନ୍ଧ ଭାରତର ଓଡ଼ିଶାରେ ଥିବା କନ୍ଧମାଳ ଜିଲ୍ଲାର ଏକ ଛୋଟ ସହର ଏବଂ ତହସିଲ ।

ଭୂଗୋଳ[ସମ୍ପାଦନା]

ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହରଠାରୁ ଏହା ପ୍ରାୟ ୯୩ କି.ମି. ଦୂରରେ ଅବସ୍ଥିତ ।[୧] ମାନଚିତ୍ରରେ ଏହାର ଭୌଗୋଳିକ ଅବସ୍ଥାନ ହେଉଛି ୮୩° ୪୨′ ୦୦″ ଅକ୍ଷାଂଶ ଏବଂ ୧୯° ୫୭′ ୨୫″ ଦ୍ରାଘିମା । ଏହାର ପୂର୍ବକୁ କେ.ନୁଆଗାଁ, ଉତ୍ତରକୁ ବାଲିଗୁଡା ତହସିଲ ଅବଂ ଦକ୍ଷିଣକୁ କୋଟଗଡ ତହସିଲ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ହେଉଛି ୪୯୨୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୫୩୦ ଓ ମହିଳା ସଂଖ୍ୟା ୨୩୯୮ । ଓଡ଼ିଶାର ହାରାହାରି ସାକ୍ଷରତା ହାର ତୁଳନାରେ ଏହାର ସାକ୍ଷରତା ହାର କମ୍‌ ଅଟେ । ପୁରୁଷ ସାକ୍ଷରତା ହାର ୮୨.୪୯% ଥିବାବେଳେ ମହିଳା ସାକ୍ଷରତା ହାର ହେଉଛି ୬୦.୬୯% ।[୨][୩] । ଏଠାକାର ହାରାହାରି ଲିଙ୍ଗ ଅନୁପାତ ହେଉଛି ୯୧୦ ଯାହାକି ଓଡ଼ିଶାର ହାରାହାରି ଲିଙ୍ଗ ଅନୁପାତ(୯୪୧)ଠାରୁ କମ୍ ।

ଭାଷା[ସମ୍ପାଦନା]

ଓଡ଼ିଆ, ତୁମୁଡ଼ିବନ୍ଧର ସରକାରୀ ଭାଷା ଅଟେ ।

ଆଧାର[ସମ୍ପାଦନା]

  1. "About Tumudibandha". Retrieved 21 June 2017.
  2. "Tumudibandha Population". Retrieved 21 June 2017.
  3. "Tumudibandha". Retrieved 21 June 2017.