ତୁମୁଡ଼ିବନ୍ଧ
ଦେଖଣା
ତୁମୁଡ଼ିବନ୍ଧ | |
---|---|
ସହର | |
Country | India |
State | ଓଡ଼ିଶା |
District | କନ୍ଧମାଳ |
Elevation | 374 m (1,227 ft) |
Population (2011) | |
• Total | ୪,୯୨୮ |
Languages | |
Time zone | UTC+5:30 (IST) |
PIN | ୭୬୨୧୦୭ |
Telephone code | ୦୬୮୪୦ |
ଯାନବାହାନ ପଞ୍ଚୀକରଣ | OD-12 |
ତୁମୁଡ଼ିବନ୍ଧ ଭାରତର ଓଡ଼ିଶାରେ ଥିବା କନ୍ଧମାଳ ଜିଲ୍ଲାର ଏକ ଛୋଟ ସହର ଏବଂ ତହସିଲ ।
ଭୂଗୋଳ
[ସମ୍ପାଦନା]ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହରଠାରୁ ଏହା ପ୍ରାୟ ୯୩ କି.ମି. ଦୂରରେ ଅବସ୍ଥିତ ।[୧] ମାନଚିତ୍ରରେ ଏହାର ଭୌଗୋଳିକ ଅବସ୍ଥାନ ହେଉଛି ୮୩° ୪୨′ ୦୦″ ଅକ୍ଷାଂଶ ଏବଂ ୧୯° ୫୭′ ୨୫″ ଦ୍ରାଘିମା । ଏହାର ପୂର୍ବକୁ କେ.ନୁଆଗାଁ, ଉତ୍ତରକୁ ବାଲିଗୁଡା ତହସିଲ ଅବଂ ଦକ୍ଷିଣକୁ କୋଟଗଡ ତହସିଲ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ହେଉଛି ୪୯୨୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୫୩୦ ଓ ମହିଳା ସଂଖ୍ୟା ୨୩୯୮ । ଓଡ଼ିଶାର ହାରାହାରି ସାକ୍ଷରତା ହାର ତୁଳନାରେ ଏହାର ସାକ୍ଷରତା ହାର କମ୍ ଅଟେ । ପୁରୁଷ ସାକ୍ଷରତା ହାର ୮୨.୪୯% ଥିବାବେଳେ ମହିଳା ସାକ୍ଷରତା ହାର ହେଉଛି ୬୦.୬୯% ।[୨][୩] । ଏଠାକାର ହାରାହାରି ଲିଙ୍ଗ ଅନୁପାତ ହେଉଛି ୯୧୦ ଯାହାକି ଓଡ଼ିଶାର ହାରାହାରି ଲିଙ୍ଗ ଅନୁପାତ(୯୪୧)ଠାରୁ କମ୍ ।
ଭାଷା
[ସମ୍ପାଦନା]ଓଡ଼ିଆ, ତୁମୁଡ଼ିବନ୍ଧର ସରକାରୀ ଭାଷା ଅଟେ ।
ଆଧାର
[ସମ୍ପାଦନା]- ↑ "About Tumudibandha". Retrieved 21 June 2017.
- ↑ "Tumudibandha Population". Retrieved 21 June 2017.
- ↑ "Tumudibandha". Retrieved 21 June 2017.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |