ମୁଢ଼ି ମାଂସ
ଦେଖଣା
(Mudhi Manshaରୁ ଲେଉଟି ଆସିଛି)
ଆରମ୍ଭ | |
---|---|
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ମୁଢି, ମାଂସ |
ମୁଢ଼ି ମାଂସ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ପାରମ୍ପାରିକ ଖାଦ୍ୟ । ସାଧାରଣ ଭାବରେ ବାରିପଦା ସହର ମୁଢ଼ିମାଂସ ପାଇଁ ପ୍ରସିଦ୍ଧ ।
ଉପାଦାନ
[ସମ୍ପାଦନା]ପ୍ରଣାଳୀ
[ସମ୍ପାଦନା]ଖାସି ମାଂସ ତରକାରୀକୁ ପ୍ରେସର କୁକରରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ।ଏହାକୁ ମୁଢି ସହିତ ପରସା ଯାଇଥାଏ ।[୧]
ପରସା
[ସମ୍ପାଦନା]ଏହା ଏକ ଜଳଖିଆ ଭାବରେ ଅଥବା ମୁଖ୍ୟ ଖାଦ୍ୟ ଭାରରେ ମଧ୍ୟ ପରସାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[୨]ରେ ମଧ୍ୟ ଏହା ପରସାଯାଇଥାଏ ।
ଆଧାର
[ସମ୍ପାଦନା]- ↑ Dash, Madhulika (24 August 2019). "Mudhi Mansa: The classic breakfast of warriors". The New Indian Express (in English). Retrieved 6 December 2021.
{{cite news}}
: CS1 maint: unrecognized language (link) - ↑ D’nal Lakshmi Puja pulls more crowds, even outsiders