ମୁଢ଼ି ମାଂସ

ଉଇକିପିଡ଼ିଆ ରୁ
Jump to navigation Jump to search
ମୁଢ଼ି ମାଂସ
ମୁଢ଼ି ଓ ଖାସି / କୁକୁଡ଼ା ମାଂସ
ଆରମ୍ଭ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମୁଢି, ମାଂସ

ମୁଢ଼ି ମାଂସ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ପାରମ୍ପାରିକ ଖାଦ୍ୟ । ସାଧାରଣ ଭାବରେ ବାରିପଦା ସ‌ହର ମୁଢ଼ିମାଂସ ପାଇଁ ପ୍ରସିଦ୍ଧ ।

ମୁଢ଼ି ମାଂସ

ଉପାଦାନ[ସମ୍ପାଦନା]

ପ୍ରଣାଳୀ[ସମ୍ପାଦନା]

ଖାସି ମାଂସ ତରକାରୀକୁ ପ୍ରେସର କୁକରରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ।ଏହାକୁ ମୁଢି ସ‌ହିତ ପରସା ଯାଇଥାଏ ।[୧]

ପରସା[ସମ୍ପାଦନା]

ଏହା ଏକ ଜଳଖିଆ ଭାବରେ ଅଥବା ମୁଖ୍ୟ ଖାଦ୍ୟ ଭାରରେ ମଧ୍ୟ ପରସାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[୨]ରେ ମଧ୍ୟ ଏହା ପରସାଯାଇଥାଏ ।

ଆଧାର[ସମ୍ପାଦନା]

  1. Sen, Rajyasree (29 September 2014). "Mutton Curry and Coconut Prawn Recipes for the Durga Pujo Festival". The Wall Street Journal. Retrieved 8 May 2015.
  2. D’nal Lakshmi Puja pulls more crowds, even outsiders

https://odishabytes.com/mudhi-mansa-iconic-identity-of-odishas-mayurbhanj/[୧] https://www.newindianexpress.com/lifestyle/food/2019/aug/24/mudhi-mansa-the-classic-breakfast-of-warriors-2023711.html https://www.oriyarasoi.com/2015/06/mudhi-mansa-puffed-rice-with-mutton.html

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; https://odishabytes.com/mudhi-mansa-iconic-identity-of-odishas-mayurbhanj ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।