ଫକୀର ମୋହନ ବିଶ୍ୱବିଦ୍ୟାଳୟ
ଦେଖଣା
(ଫକୀର ମୋହନ ବିଶ୍ଵବିଦ୍ୟାଳୟରୁ ଲେଉଟି ଆସିଛି)
| ଫକୀର ମୋହନ ବିଶ୍ୱବିଦ୍ୟାଳୟ | |
|---|---|
| ଲକ୍ଷ୍ୟ | ସତ୍ୟ, ସାଧନା, ସ୍ୱାଭିମାନ |
| ସ୍ଥାପିତ | ୩ ଜୁଲାଇ,୧୯୯୯ |
| ପ୍ରକାର | ସାର୍ବଜନିକ |
| କୁଳାଧିପତି | ଏସ. ସି. ଜମିର ଓଡ଼ିଶା ରାଜ୍ୟପାଳ |
| କୁଳପତି | ମଧୁମିତା ଦାସ[୧] |
| ଅବସ୍ଥାନ | ବାଲେଶ୍ୱର, ଓଡ଼ିଶା, ଭାରତ |
| ପରିସର | ବ୍ୟାସବିହାର, ଗ୍ରାମାଞ୍ଚଳ |
| ଅନୁବନ୍ଧନ | ଇଉ.ଜି.ସି., Association of Commonwealth Universities |
| ୱେବସାଇଟ | http://www.fmuniversity.nic.i |

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ୫ମ ବିଶ୍ୱବିଦ୍ୟାଳୟ । ୧୯୯୯[୨] ମସିହାରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ମହାବିଦ୍ୟାଳୟମାନଙ୍କୁ ନେଇ ଗଠିତ ହେଇଥିଲା। ଏହାର ପରିସର ବାଲେଶ୍ୱର ରେମୁଣା ଗୋଲେଇ ଛକ ନିକଟବର୍ତ୍ତୀ ବ୍ୟାସବିହାରଠାରେ ଅବସ୍ଥିତ।
ଆଧାର
[ସମ୍ପାଦନା]- ↑ "Official Website of Fakir Mohan University". www.fmuniversity.nic.in.
- ↑ "ଆର୍କାଇଭ୍ କପି". Archived from the original on 2014-05-20. Retrieved 2014-05-20.
{{cite web}}: Cite has empty unknown parameter:|1=(help)