ମାଥିଲି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଥିଲି
ଗ୍ରାମ
ଦେଶ India
ରାଜ୍ୟOdisha
ଜିଲ୍ଲାମାଲକାନଗିରି ଜିଲ୍ଲା
Elevation
170 m (560 ft)
Population
 (2011)
 • Total୪,୬୯୭
ଭାଷା
 • ସରକାରୀOdia
Time zoneUTC+5:30 (IST)
PIN
764044
ଯାନବାହାନ ପଞ୍ଚୀକରଣOD/30
Websiteodisha.gov.in

ମାଥିଲି, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏକ ବ୍ଳକ ତଥା ତହସିଲ ।[୧]

ଅବସ୍ଥିତି[ସମ୍ପାଦନା]

ଏହା ଜିଲ୍ଲା ସଦର ମହକୁମା ମାଲକାନଗିରି ଠାରୁ ୪୭ କି.ମି. ଦୂରରେ ଅବସ୍ଥିତ ।[୧]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଗାଁର ମୋଟ ଜନସଂଖ୍ୟା ୪୬୯୭ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୪୧୧ ଏବଂ ମହିଳା ସଂଖ୍ୟା ୨୨୫୬ । ସମୁଦାୟ ଘର ସଂଖ୍ୟା ୧୧୮୩ । ଏହି ଗ୍ରାମର ସାକ୍ଷରତା ହାର ଓଡ଼ିଶାର ସାକ୍ଷରତା ହାରଠାରୁ ଅଧିକ ।[୨] ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ।

ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Mathili". Retrieved 28 June 2017.
  2. "Mathili Population - Malkangiri, Orissa". Retrieved 28 June 2017.