ବ୍ରହ୍ମପୁର

ଉଇକିପିଡ଼ିଆ ରୁ

ବ୍ରହ୍ମପୁର ଭାରତଓଡ଼ିଶାରେ ଥିବା ଗଞ୍ଜାମ ଜିଲ୍ଲାର ଏକ ମୁଖ୍ୟ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ଅବସ୍ଥିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଶକରି ପ୍ରିନ୍ସ ଡାନ୍ସ ଗୃପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଏହି ସହରର ଏକ ଯୁବ ବୈଜ୍ଞାନିକ ଶ୍ରୀ ଅସିତ କୁମାର ସ୍ଵାଇଁ , ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଛିବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଲାଭ କରିଛନ୍ତି । ସେ ମଧ୍ୟ ଏହା ସହ ଆର୍କଟିକ ଅଞ୍ଛଳରେ ପହଞ୍ଛିବାରେ ପ୍ରଥମ ଓଡ଼ିଆଭୁବନେଶ୍ଵରକଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଙ୍ଖ୍ୟା ୭୯୯,୭୫୨ । ଭୁବନେଶ୍ଵରକଟକ ପରେ ବ୍ରହ୍ମପୁରକୁ ଓଡିଶାର ତୃତୀୟ ନଗର ନିଗମ ଭାବେ ଘୋଷିତ କରାଯାଇଛି । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଅଛି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] କଳା ଓ ଚଳଣି

ଏଠାରେ ପାଟ ଶାଢୀ ତିଆରି କରାଯାଇଥାଏ ।

[ଏହାକୁ ବଦଳାନ୍ତୁ] ଜଣାଶୁଣା ସ୍ଥାନ


ଗୋପାଳପୁର ବନ୍ଦର
ମହୁରି କାଳୁଆ


[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା