ଓଡ଼ିଶା ସରକାର
ଉଇକିପିଡ଼ିଆ ରୁ
![]() ରାଜ୍ୟ ଚିହ୍ନ |
|
| ମୁଖ୍ୟାଳୟ | ଭୁବନେଶ୍ଵର |
|---|---|
| କାର୍ଯ୍ୟପାଳିକା | |
| ରାଜ୍ୟପାଳ | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ |
| ମୁଖ୍ୟ ମନ୍ତ୍ରୀ | ନବୀନ ପଟ୍ଟନାୟକ |
| ବିଧାୟିକା | |
| ବାଚସ୍ପତି | ପ୍ରଦୀପ କୁମାର ଅମାତ [୧] |
| ବିଧାନ ସଭା ସଦସ୍ୟ ସଂଖ୍ୟା | ୧୪୭ |
| ନ୍ୟାୟପାଳିକା | |
| ଉଚ୍ଚ ନ୍ୟାୟାଳୟ | ଓଡ଼ିଶା ଉଚ୍ଚ ନ୍ୟାୟାଳୟ |
| ମୁଖ୍ୟ ବିଚାରପତି | ଭି. ଗୋପାଳଗୌଡ଼ |
ଓଡ଼ିଶା ସରକାର ବା ରାଜ୍ୟ ସରକାର ଓଡ଼ିଶା ଓ ଓଡ଼ିଶା ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ଏହାର ପ୍ରଶାସନିକ ମୁଖ୍ୟ ଅଟନ୍ତି ।
ଆଧାର [ସମ୍ପାଦନା]
- ↑ "Name of the honourable SPEAKERS Year wise :". ws.ori.nic.in. 2012. http://ws.ori.nic.in/ola/mlaprofile%5Cspeaker.asp. Retrieved 23 September 2012. "Shri Pradip Kumar Amat"
|
||||||||||||||||||||||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |
