ଭବାନୀପାଟଣା

ଉଇକିପିଡ଼ିଆ ରୁ
ଭବାନୀପାଟଣା
—  ସହର  —
ଭବାନୀପାଟଣା is located in ଓଡ଼ିଶା
ଭବାନୀପାଟଣା
ଓଡ଼ିଶାର ମାନଚିତ୍ରରେ ଭବାନୀପାଟଣାର ଅବସ୍ଥାନ
ଦିଗବାରେଣି: 19°54′N 83°10′E / 19.90°N 83.17°E / 19.90; 83.17ଦିଗବାରେଣି: 19°54′N 83°10′E / 19.90°N 83.17°E / 19.90; 83.17
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କଳାହାଣ୍ଡି ଜିଲ୍ଲା
ଉଚ୍ଚତା ୨୪୮ ମି. (୮୧୪ ଫୁଟ)
ଲୋକସଂଖ୍ୟା (2001)
 - ମୋଟ ୬୧,୬୭୧
ଭାଷା
 - ସରକାରୀ ଓଡ଼ିଆ
ସମୟ ମଣ୍ଡଳ IST (ଇଉ.ଟି.ସି.+5:30)
ପିନ କୋଡ଼ 766001
ଟେଲିଫୋନ କୋଡ଼ ୦୬୬୭୦
ଗାଡ଼ି କୋଡ଼ OD-08
ୱେବସାଇଟ kalahandi.nic.in

ଭବାନୀପାଟଣା ଭାରତର ଓଡ଼ିଶାରେ ଥିବା କଳାହାଣ୍ଡି ଜିଲ୍ଲାର ସହର ଓ ମୁଖ୍ୟ ସଦର ମହକୁମା । ଏହି ସହରର ନାମ ଇଷ୍ଠ ଦେବତା ଶ୍ରୀ ଭବାନୀଶଙ୍କରଙ୍କ ନାମରେ ନାମିତ ହୋଇଛି ।

ଜନସଂଖ୍ୟା[ସମ୍ପାଦନା]

୨୦୦୧ ମସିହାର ଜନଗଣନା ଅନୁସାରେ ଭବାନିପାଟଣାର ମୋଟ୍ ଜନସଂଖ୍ୟା ୬୧୬୭୧ ଥିଲା । ‌‌‌‌

  • ପୁରୁଷ: ୫୨%
  • ମହିଳା: ୪୮%

ଭବାନିପାଟଣାର ସାକ୍ଷରତା ହାର ହାରାହାରି ଶତକଡା ୭୦ ଭାଗ । ‌‌‌‌

  • ପୁରୁଷ: ୭୮%
  • ମହିଳା: ୬୧%
  • ୬ ବର୍ଷରୁ କମ୍:୧୨%

ଆଧାର[ସମ୍ପାଦନା]