ଶ୍ରେଣୀ:ଓଡ଼ିଶା

ଉଇକିପିଡ଼ିଆ‌ରୁ

ଓଡ଼ିଶା ଭାରତର ପୂର୍ବରେ ଥିବା ଏକ ସ୍ଵତନ୍ତ୍ର ରାଜ୍ୟ । ଏହା ଏପ୍ରିଲ ୧, ୧୯୩୬ରେ ଭାଷା ଭିତ୍ତିରେ ଏକ ଅଲଗା ରାଜ୍ୟ ଭାବରେ ନବଗଠିତ ହୋଇଥିଲା । ଏହି ଦିନକୁ ଓଡ଼ିଶା ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ଵର ଏହାର ରାଜଧାନୀ ଓ ଓଡ଼ିଆ ଏହି ରାଜ୍ୟର ସରକାରୀ ଓ ମୁଖ୍ୟ ଭାଷା ।

ସାନ ଶ୍ରେଣୀସମୂହ

ଏହି ଶ୍ରେଣୀଟିରେ ସର୍ବମୋଟ ୩୩ ରୁ ତଳେଥିବା ଏହି ୩୩ ଶ୍ରେଣୀଗୁଡିକ ଅଛନ୍ତି ।

"ଓଡ଼ିଶା" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୨୯ ରୁ ଏହି ଶ୍ରେଣୀ ଭିତରେ ୨୯ଟି ପୃଷ୍ଠା ଅଛି ।