ଖୋର୍ଦ୍ଧା ଜିଲ୍ଲା
ଉଇକିପିଡ଼ିଆ ରୁ
| ଖୋର୍ଦ୍ଧା ଜିଲ୍ଲା | |
|---|---|
| — ଜିଲ୍ଲା — | |
|
|
|
| ଦିଗବାରେଣି: 20°10′N 85°40′E / 20.167°N 85.667°Eଦିଗବାରେଣି: 20°10′N 85°40′E / 20.167°N 85.667°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ଖୋର୍ଦ୍ଧା |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୮ଟି ଆସନ
୧. ଜୟଦେବ
୨. ଭୁବନେଶ୍ଵର(ମଧ୍ୟ) ୩. ଭୁବନେଶ୍ଵର(ଉତ୍ତର) ୪. ଭୁବନେଶ୍ଵର(ଏକାମ୍ର) ୫. ଜଟଣି ୬. ବେଗୁନିଆ ୭. ଖୋର୍ଦ୍ଧା ୮. ଚିଲିକା |
| କ୍ଷେତ୍ରଫଳ | |
| - ଜିଲ୍ଲା | ୨,୮୮୭.୫ କି.ମି.୨ (୧,୧୧୪.୯ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୯୨୫ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୧୦ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୮୭.୫୧ |
| • ପୁରୁଷ | ୯୨.୫୫ |
| • ନାରୀ | ୮୨.୦୬ |
| - ସ୍ଥାନାଙ୍କ | ଓଡ଼ିଶାରେ ପଞ୍ଚମ (୫/୩୦) |
| - ଘନତା | ୭୯୯/କି.ମି.୨ (୨,୦୬୯.୪/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୫୧ xxx |
| ତାର (ଏସ୍.ଟି.ଡ଼ି) | ୦୬୭୪ |
| ଗାଡ଼ି କୋଡ଼ | OR-02 |
| ବେବସାଇଟ | ମୁଖ୍ୟ ୱେବସାଇଟ |
ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଇତିହାସ
୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।
[ଏହାକୁ ବଦଳାନ୍ତୁ] ଭୂଗୋଳ
ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି
[ଏହାକୁ ବଦଳାନ୍ତୁ] ଅବସ୍ଥିତି
- ପୂର୍ବରେ : ପୁରୀ ଜିଲ୍ଲା
- ପଶ୍ଚିମରେ: ନୟାଗଡ଼ ଜିଲ୍ଲା
- ଉତ୍ତରରେ : କଟକ ଜିଲ୍ଲା
- ଦକ୍ଷିଣରେ: ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦ ଅଛି
[ଏହାକୁ ବଦଳାନ୍ତୁ] ମୁଖ୍ୟ ନଦୀ
[ଏହାକୁ ବଦଳାନ୍ତୁ] ଜନସଂଖ୍ୟା
୨୦୧୧ ଜନଗଣନା [୧]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [୨] |
- ପୁରୁଷ: ୧୧,୬୬,୯୪୯
- ମହିଳା: ୧୦,୭୯,୩୯୨
- ଛ ବର୍ଷରୁ କମ: ୨,୨୨,୨୭୫
- ସାକ୍ଷରତା ହାର: ୮୭.୫୧%
- ପୁରୁଷ: ୯୨.୫୫%
- ମହିଳା: ୮୨.୦୬%
[ଏହାକୁ ବଦଳାନ୍ତୁ] ପ୍ରଶାସନିକ ବିଭାଗ
- ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ଵର ଓ ୨. ଖୋର୍ଦ୍ଧା |
- ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ଵର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
- ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ଵର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ
- ଗ୍ରାମ ପଞ୍ଚାୟତ: ୧୫୨
- ଗ୍ରାମ: ୧,୫୬୭
- ସହର: ୫
[ଏହାକୁ ବଦଳାନ୍ତୁ] ରାଜନୀତି
[ଏହାକୁ ବଦଳାନ୍ତୁ] ଲୋକସଭା ନିର୍ବାଚନ ମଣ୍ଡଳୀ
[ଏହାକୁ ବଦଳାନ୍ତୁ] ବିଧାନସଭା ନିର୍ବାଚନ ମଣ୍ଡଳୀ
ମୂଳ ଲେଖା: ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ଜୟଦେବ (୧୧୧)
- ଭୁବନେଶ୍ଵର(ମଧ୍ୟ) (୧୧୨)
- ଭୁବନେଶ୍ଵର(ଉତ୍ତର) (୧୧୩)
- ଭୁବନେଶ୍ଵର(ଏକାମ୍ର) (୧୧୪)
- ଜଟଣି (୧୧୫)
- ବେଗୁନିଆ (୧୧୬)
- ଖୋର୍ଦ୍ଧା (୧୧୭)
- ଚିଲିକା (୧୧୮)
[ଏହାକୁ ବଦଳାନ୍ତୁ] ଦର୍ଶନୀୟ ସ୍ଥାନ
- ନନ୍ଦନକାନନ ଜୀବ ଉଦ୍ୟାନ
- ଚିଲିକା ହ୍ରଦ
- ଧଉଳି ଶାନ୍ତି ସ୍ତୁପ
- ଲିଙ୍ଗରାଜ ମନ୍ଦିର
- ଅଟ୍ରି ଉଷ୍ଣପ୍ରସ୍ରବଣ
- ଖଣ୍ଡଗିରି ଓ ଉଦୟଗିରି
- ବରୁଣେଇ
- ଗଡମଣିତ୍ରୀ(ରାମଚଣ୍ଡି)
- ମୁକ୍ତେଶ୍ଵର ମନ୍ଦିର
- କାଇପଦର ପିର୍ ବାବା
- ଶିଶୁପାଳଗଡ଼
[ଏହାକୁ ବଦଳାନ୍ତୁ] ଆଧାର
[ଏହାକୁ ବଦଳାନ୍ତୁ] ବାହାର ଆଧାର
- ଖୋର୍ଦ୍ଧା ଜିଲ୍ଲାର ସରକାରୀ ପୃଷ୍ଠା
- orissadiaryରେ ଖୋର୍ଦ୍ଧା ଜିଲ୍ଲା
- orissa.oriyaonline.comରେ ଖୋର୍ଦ୍ଧା ଜିଲ୍ଲା
|
|||||
|
||||||||||||||||||||