ପୁରୀ ଜିଲ୍ଲା
ଉଇକିପିଡ଼ିଆ ରୁ
ଏହି ଲେଖାଟି 'ପୁରୀ ଜିଲ୍ଲା' ବାବଦରେ । ବାକିସବୁ ପାଇଁ, ପୁରୀ (ବହୁବିକଳ୍ପ) ଦେଖନ୍ତୁ ।
| ପୁରୀ | |
|---|---|
| — ଜିଲ୍ଲା — | |
| ଜଗନ୍ନାଥ ମନ୍ଦିର | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 19°48′58″N 85°49′59″E / 19.816°N 85.833°Eଦିଗବାରେଣି: 19°48′58″N 85°49′59″E / 19.816°N 85.833°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା[୧] | ପୁରୀ, ଜଗତସିଂହପୁର |
| ଭାଷା | ଓଡ଼ିଆ, ଇଂରାଜୀ |
| ଜଣାଶୁଣା ନାଆଁ | ଶ୍ରୀକ୍ଷେତ୍ର |
| ବିଧାନସଭା | ୫ଟି ଆସନ |
| କ୍ଷେତ୍ରଫଳ | |
| - ଜିଲ୍ଲା | ୩,୬୩୪ କି.ମି.୨ (୧,୪୦୩.୧ ବ. ମି.) |
| - ବେଳାଭୂମି | ୮୧ କି.ମି.୨ (୩୧.୩ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୯୬୩ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୨୪ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୮୫.୩୭% |
| • ପୁରୁଷ | ୯୧.୮୪% |
| • ନାରୀ | ୭୮.୬୭% |
| - ସ୍ଥାନାଙ୍କ | ଓଡ଼ିଶାରେ ନବମ (୯/୩୦) |
| - ଘନତା | ୬୦୯/କି.ମି.୨ (୧,୫୭୭.୩/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| - ହାରାହାରି ତାପମାତ୍ରା | ୨୭ °C ( °F) |
| • ଖରାଦିନ | ୪୩.୧ °C (. °F) |
| • ଶୀତଦିନ | ୧୦.୬ °C (. °F) |
| ଡାକ କୋଡ଼ | ୭୫୨***[୨] |
| ଜାଗା କୋଡ଼ | +୦୬୭୮୨ |
| ଗାଡ଼ି କୋଡ଼ | OD-13 |
| ୱେବସାଇଟ | ମୁଖ୍ୟ ୱେବସାଇଟ |
ପୁରୀ ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୫୮ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।
ବିଷୟସୂଚୀ |
ଭୂଗୋଳ [ସମ୍ପାଦନା]
ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ ଅଟେ ।
ନଦୀ [ସମ୍ପାଦନା]
ହ୍ରଦ [ସମ୍ପାଦନା]
ଜନଗଣନା [ସମ୍ପାଦନା]
୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩[୩] |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି [୪] |
- ପୁରୁଷ: ୮,୬୫,୨୦୯
- ମହିଳା: ୮,୩୨,୭୭୪
- ଛ ବର୍ଷରୁ କମ: ୧,୬୪,୩୮୮
- ପଢୁଆ ହାର: ୮୫.୩୭%
- ପୁରୁଷ: ୯୧.୮୪%
- ମହିଳା: ୭୮.୬୭%
ପର୍ଯ୍ୟଟନ ସ୍ଥଳ [ସମ୍ପାଦନା]
- ଜଗନ୍ନାଥ ମନ୍ଦିର
- ପୁରୀ ବେଳାଭୂମି
- ସାକ୍ଷୀଗୋପାଳ
- କୋଣାର୍କ ସୂର୍ଯ୍ୟ ମନ୍ଦିର
- ପିପିଲି
- ରଘୁରାଜପୁର
- ରାମଚଣ୍ଡୀ
- କାକଟପୁର
- ଜାହାନିଆ (ଅସ୍ତରଙ୍ଗ)
- ଚନ୍ଦ୍ରଭାଗା
- ଚିଲିକା ହ୍ରଦ
- ସାତପଡା
ଲୋକକଳା [ସମ୍ପାଦନା]
ସଙ୍ଗୀତ ଓ ନାଟ [ସମ୍ପାଦନା]
ହାତକଳା [ସମ୍ପାଦନା]
ଜଣାଶୁଣା ଖାଦ୍ୟ [ସମ୍ପାଦନା]
- ଖଜା: ଖଜା ବା ଫେଣି ଏକ ଓଡ଼ିଆ ପିଠା ଯାହା ମଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁର ମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା ।
ଜଣାଶୁଣା ଲୋକ [ସମ୍ପାଦନା]
ଶିକ୍ଷା [ସମ୍ପାଦନା]
କଲେଜ ଓ ବିଶ୍ଵବିଦ୍ୟାଳୟ [ସମ୍ପାଦନା]
- ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ
- ସାମନ୍ତ ଚନ୍ଦ୍ରସେଖର ମହାବିଦ୍ୟାଳୟ, ପୁରୀ
- ଡା. ଅଭିନ ଚନ୍ଦ୍ର ହୋମିଓପାଥି ମେଡିକାଲ ମହାବିଦ୍ୟାଳୟ ଓ ସ୍ବାସ୍ଥକେନ୍ଦ୍ର, ପୁରୀ
- ଘନସ୍ୟାମ ହେମଲତା ବୈଷଇକ ମହାବିଦ୍ୟାଳୟ
- ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ
- ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟଳୟ, ପୁରୀ
- ନିମାପଡା ମହାବିଦ୍ୟଳୟ, ନିମାପଡା
- ମଙ୍ଗଳା ମହାବିଦ୍ୟଳୟ, କାକଟପୁର
ସ୍କୁଲ [ସମ୍ପାଦନା]
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ "Assembly Constituencies - Corresponding Districts and Parliamentary Constituencies of Orissa". Election Commission of India. http://archive.eci.gov.in/se2000/background/S18/Orissa_AC_Dist_PC.pdf. Retrieved 2008-09-20.
- ↑ onefivenine.com
- ↑ "CENSUS OF INDIA PROVISIONAL POPULATION TOTALS - ORISSA - DATA SHEET". Government of India Ministry of Home Affairs, Janpath, Unit-IX, Bhubaneswar-751 022,. http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf. Retrieved 3 August 2011.
- ↑ Census 2011: Odisha: Rural Urban Distribution
ଅଧିକ ତଥ୍ୟ [ସମ୍ପାଦନା]
![]() |
ଖୋର୍ଦ୍ଧା ଜିଲ୍ଲା | କଟକ ଜିଲ୍ଲା | ଜଗତସିଂହପୁର ଜିଲ୍ଲା | ![]() |
| ଗଞ୍ଜାମ ଜିଲ୍ଲା | ବଙ୍ଗୋପ ସାଗର |
|
|||||||||||||||||
|
||||||||||||||||||||||||||
