ଅନୁଗୋଳ ଜିଲ୍ଲା
ଉଇକିପିଡ଼ିଆ ରୁ
| ଅନୁଗୋଳ | |
|---|---|
| — ଜିଲ୍ଲା — | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 20°49′59″N 85°06′00″E / 20.833°N 85.1°Eଦିଗବାରେଣି: 20°49′59″N 85°06′00″E / 20.833°N 85.1°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ସମ୍ବଲପୁର, ଢେଙ୍କାନାଳ |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୫ଟି ଆସନ
|
| କ୍ଷେତ୍ରଫଳ | |
| - ଜିଲ୍ଲା | ୬,୨୩୨ କି.ମି.୨ (୨,୪୦୬.୨ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୯୪୨ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୮୮୪ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୭୮.୯୬% |
| • ପୁରୁଷ | ୮୭.୦୬% |
| • ନାରୀ | ୭୦.୪୪% |
| - ଘନତା | ୧୯୯/କି.ମି.୨ (୫୧୫.୪/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ) | ୭୫୯ ୧xx |
| ତାର (ଏସ.ଟି.ଡ଼ି) | ୦୬୭୬x |
| ଗାଡ଼ି କୋଡ଼ | OD-19 |
| ଜିଲ୍ଲାପାଳ | ଅରବିନ୍ଦ ଅଗରୱାଲ |
| ୱେବସାଇଟ | ମୁଖ୍ୟ ୱେବସାଇଟ |
| ସମ୍ୟକ ତଥ୍ୟ | |
|---|---|
| ଉପଖଣ୍ଡ: | ୪ |
| ବ୍ଳକ: | ୮ |
| ପୌର ପରିଷଦ: | ୨ |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
| ସହର: | ୯ |
| ତହସିଲ: | ୫ |
| ଗ୍ରାମ ପଞ୍ଚାୟତ: | ୧୮୦ |
| ଗ୍ରାମ: | ୧,୯୨୨ |
| ଜଙ୍ଗଲ ଅଞ୍ଚଳ : | ୨,୭୧୬.୮୨ କି.ମି.² |
ଅନୁଗୋଳ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଅନୁଗୋଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟ ସହର ।
ବିଷୟସୂଚୀ |
ଇତିହାସ କହେ [ସମ୍ପାଦନା]
ଭୂଗୋଳ [ସମ୍ପାଦନା]
ଜନସଂଖ୍ୟା [ସମ୍ପାଦନା]
୨୦୧୧ ଜନଗଣନା[୧] ଅନୁସାରେ, ଅନୁଗୋଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୭୧,୭୦୩ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୬୫,୩୦୯ ଓ ସହରାଞ୍ଚଳରେ ୨,୦୬,୩୯୪ ଲୋକ ବାସ କରନ୍ତି [୨] ।
- ପୁରୁଷ: ୬,୫୪,୮୯୮
- ମହିଳା: ୬,୧୬,୮୦୫
- ଛ ବର୍ଷରୁ କମ: ୧,୪୫,୬୦୯
- ସାକ୍ଷରତା ହାର ୭୮.୯୬%
- ପୁରୁଷ: ୮୭.୦୬%
- ମହିଳା: ୭୦.୪୪%
ସହର ନଜର [ସମ୍ପାଦନା]
ଦର୍ଶନୀୟ ସ୍ଥାନ [ସମ୍ପାଦନା]
- ଦେଉଳଝରି ଉଷ୍ଣପ୍ରସ୍ରବଣ
- ସିଦ୍ଧେଶ୍ଵର ବାବା ମନ୍ଦିର
- ଅନନ୍ତଶୟନ, ଭୀମକୁଣ୍ଡ
- ବୁଢ଼ୀଠାକୁରାଣୀ ମନ୍ଦିର
- ବିନିକେଇ ଧାର୍ମିକ ସ୍ଥଳ
- ବୁଲାଝର
- ପଞ୍ଚଧାରା ଘାଟି
- ହାଣ୍ଡପତ୍ରପଡ଼ା
- ହିଙ୍ଗୁଳା ମନ୍ଦିର
- ଲୋଭୀ ଠାକୁରାଣୀ
- ଖୁଲୁଡି ପ୍ରପାତ
- ରେଙ୍ଗାଲି
- ତାଳଚେର ଶିଳ୍ପାଞ୍ଚଳ
- ଟିକରପଡ଼ା
- ନାଲକୋ
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
![]() |
ଦେବଗଡ଼ ଜିଲ୍ଲା | ସୁନ୍ଦରଗଡ଼ ଜିଲ୍ଲା | କେନ୍ଦୁଝର ଜିଲ୍ଲା | ![]() |
| ସମ୍ବଲପୁର ଜିଲ୍ଲା | ଢେଙ୍କାନାଳ ଜିଲ୍ଲା | |||
| ସୁବର୍ଣ୍ଣପୁର ଜିଲ୍ଲା ବୌଦ୍ଧ ଜିଲ୍ଲା |
ନୟାଗଡ଼ ଜିଲ୍ଲା | କଟକ ଜିଲ୍ଲା |
|
||||||||||||||||||||
|
||||||||||||||||||||||||||
