ଭାରତର ରାଜ୍ୟ

ଉଇକିପିଡ଼ିଆ ରୁ

ଭାରତ ଏକ ସଙ୍ଗଠିତ ଗଣରାଜ୍ୟ [୧] ଏହା ଅଠେଇଶିଟି ରାଜ୍ୟ ଓ ସାତଟି କେନ୍ଦ୍ରଶାସିତ ଅଞ୍ଚଳ ରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି [୧]

[ଏହାକୁ ବଦଳାନ୍ତୁ] ରାଜ୍ୟ

ରାଜ୍ୟ ରାଜଧାନୀ ଆୟତନ (କି.ମି.) ଜନସଂଖ୍ୟା[୨] ସାକ୍ଷରତା ହାର ଜିଲ୍ଲା ସଂଖ୍ୟା ଲୋକସଭା ଆସନ ସଂଖ୍ୟା ସୁଚନା
ଅରୁଣାଚଳ ପ୍ରଦେଶ ଇଟାନଗର ୮୩,୭୪୩ ୧୩,୮୨,୬୧୧ - ୧୬ -
ଆସାମ ଦିସପୁର ୭୮,୫୫୦ ୩୧,୧୬୯,୨୭୨ - ୨୩ -
ଆନ୍ଧ୍ର ପ୍ରଦେଶ ହାଇଦରାବାଦ ୨,୭୫,୦୪୫ ୮,୪୬,୬୫,୫୩୩ - ୨୩ -
ଉତ୍ତର ପ୍ରଦେଶ ଲଖନଉ ୨,୪୩,୨୯୬ ୧୯,୯୫,୮୧,୪୭୭ - ୭୨ -
ଉତ୍ତରାଖଣ୍ଡ ଡେରାଡୁନ ୫୩,୫୬୬ ୧,୦୧,୧୬,୭୫୨ - ୧୩ -
ଓଡ଼ିଶା ଭୁବନେଶ୍ୱର ୧,୫୫,୮୨୦ ୪,୧୯,୪୭,୩୫୮ ୭୩.୪୫ % ୩୦ ୨୧
କର୍ଣ୍ଣାଟକ ବେଙ୍ଗାଳୁରୁ ୧,୯୧,୭୯୧ ୬,୧୧,୩୦,୭୦୪ - ୩୦ -
କେରଳ ତ୍ରିବେନ୍ଦ୍ରମ ୩୮,୮୬୩ ୩,୩୩,୮୭,୬୭୭ - ୧୪ -
ଗୁଜରାଟ ଗାନ୍ଧିନଗର ୧,୯୬,୦୨୪ ୬,୦୩,୮୩,୬୨୮ - ୨୫ -
ଗୋଆ ପାଣାଜୀ ୩,୭୦୨ ୧୪,୫୭,୭୨୩ - ୦୨ -
ଛତିଶଗଡ଼ ରାୟପୁର ୧,୩୫,୧୯୪ ୨,୫୫,୪୦,୧୯୬ - ୧୬ -
ଜମ୍ମୁ ଓ କଶ୍ମୀର ଶ୍ରୀନଗର, ଜମ୍ମୁ ୨,୨୨,୨୩୬ ୧,୨୫,୪୮,୯୨୬ - ୧୪ -
ଝାଡ଼ଖଣ୍ଡ ରାଞ୍ଚି ୭୪,୬୭୭ ୩,୨୯,୬୬,୨୩୮ - ୨୪ -
ତାମିଲନାଡୁ ଚେନ୍ନାଇ ୧,୩୦,୦୫୮ ୭,୨୧,୩୮,୯୫୮ - ୩୦ -
ତ୍ରିପୁରା ଅଗରତାଲା ୧୦,୪୯୧.୬୯ ୩୬,୭୧,୦୩୨ - ୦୪ -
ନାଗାଲାଣ୍ଡ କୋହିମା ୧୬,୫୭୯ ୧୯,୮୦,୬୦୨ - ୧୧ -
ପଞ୍ଜାବ ଚଣ୍ଡୀଗଡ଼ ୫୦,୩୬୨ ୨,୭୭,୦୪,୨୩୬ - ୧୭ -
ପଶ୍ଚିମବଙ୍ଗ କଲିକତା ୮୮,୭୫୨ ୯,୧୩,୪୭,୭୩୬ - ୧୮ -
ବିହାର ପଟନା ୯୯,୨୦୦ ୧୦,୩୮,୦୪,୬୩୭ - ୩୭ -
ମଣିପୁର ଇମ୍ଫାଲ ୨୨,୩୪୭ ୨୭,୨୧,୭୫୬ - ୦୯ -
ମଧ୍ୟ ପ୍ରଦେଶ ଭୋପାଳ ୩,୦୮,୨୫୨ ୭,୨୫,୯୭,୫୬୫ - ୪୫ -
ମହାରାଷ୍ଟ୍ର ମୁମ୍ବାଇ ୩,୦୭,୭୧୩ ୧୧,୨୩,୭୨,୯୭୨ - ୩୫ -
ମିଜୋରମ ଆଇଜୋଲ ୨୧,୦୮୧ ୧୦,୯୧,୦୧୪ - ୦୮ -
ମେଘାଳୟ ଶିଲଂ ୨୨,୭୨୦ ୨୯,୬୪,୦୦୭ - ୦୭ -
ରାଜସ୍ଥାନ ଜୟପୁର ୩,୪୨,୨୬୯ ୬,୮୬,୨୧,୦୧୨ - ୩୨ -
ସିକିମ ଗାଙ୍ଗଟକ ୭,୦୯୬ ୬,୦୭,୬୮୮ - ୦୪ -
ହରିଆଣା ଚଣ୍ଡୀଗଡ଼ ୪୪,୨୧୨ ୨,୫୩,୫୩,୦୮୧ - ୨୧ -
ହିମାଚଳ ପ୍ରଦେଶ ସିମଳା ୫୫,୬୭୩ ୬୮,୫୬,୫୦୯ - ୧୨ -

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ସ୍ରୋତ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ