ଢେଙ୍କାନାଳ

ଉଇକିପିଡ଼ିଆ ରୁ
ଢେଙ୍କାନାଳ
—  ସହର  —
ଢେଙ୍କାନାଳ
ଢେଙ୍କାନାଳର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20.67°N 85.6°E / 20.67°N 85.6°E / 20.67; 85.6ଦିଗବାରେଣି: 20.67°N 85.6°E / 20.67°N 85.6°E / 20.67; 85.6
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଢେଙ୍କାନାଳ
ସାଂସଦ ତଥାଗତ ଶତପଥୀ
ଲୋକସଂଖ୍ୟା

ଘନତା

୧୧,୯୨,୯୪୮

୧,୮୬୫ /କି.ମି. ( /ବର୍ଗ ମି.)

ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

୩୦.୯୨ ବର୍ଗ କି.ମି.s (. ବର୍ଗ ମି.)

୮୦ ମିଟରs ( ଫୁଟ)

ପିନକୋଡ଼ • ୭୫୯୦୦୧ [୧]
ଟେଲିଫୋନ • +୦୬୭୬୨

ଢେଙ୍କାନାଳ ସହର ଓଡ଼ିଶାଢେଙ୍କାନାଳ ଜିଲ୍ଲାର ସଦମହକୁମା ଓ ଏକ ପ୍ରମୁଖ ସହର । ଏହା ହେଉଛି ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ତଳ । ଢେଙ୍କାନାଳ ଏକ ପୁରାତନ ଗଡ଼ଜାତ ରାଜ୍ୟ, ତଥା ରାଜ୍ୟର ଏକ ପୁରାତନ ସହର, ଏଠାରେ ଗୋଟିଏ ଭବ୍ୟ ରାଜ ପ୍ରାସାଦ ମଧ୍ୟ ରହିଛି ।

[ଏହାକୁ ବଦଳାନ୍ତୁ] ଅବସ୍ଥାନ

ଏହି ସହର ସମ୍ବଲପୁର-କଟକ ଜାତୀୟ ରାଜପଥ ମଧ୍ୟରେ ଅବସ୍ଥିତ । କଟକ ଠାରୁ ସହର ର ଦୂରତା ହେଉଛି ୬୦ କି. ମି. ।

[ଏହାକୁ ବଦଳାନ୍ତୁ] ଜନଗଣନା

ଏଠାକାର ମୋଟ ଜନସଂଖ୍ୟା ୧,୧୯୨,୯୪୮ । ପୁରୁଷ ସଂଖ୍ୟା ୬୧୨,୫୯୭ ଓ ମହିଳା ୫୮୦,୩୫୧ । ୨୦୦୧ ଜନଗଣନା ଠାରୁ ମୋଟ ଜନସଂଖ୍ୟାରେ ୧୧.୮୨ ଶତକଡ଼ା ବଢ଼ିଥିବା ଜଣାଯାଏ । ୧୯୯୧ର ଜନଗଣନା ଠାରୁ ୨୦୦୧ର ଜନଗଣନା ଯାଏଁ ଏହି ବୃଦ୍ଧି ୧୨.୫୬ ଥିଲା ।[୨]


[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା