ନୂଆପଡ଼ା ଜିଲ୍ଲା

ଉଇକିପିଡ଼ିଆ ରୁ
ନୂଆପଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 20°39′00″N 82°49′59″E / 20.65°N 82.833°E / 20.65; 82.833ଦିଗବାରେଣି: 20°39′00″N 82°49′59″E / 20.65°N 82.833°E / 20.65; 82.833
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କଳାହାଣ୍ଡି
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୦୨: ନୂଆପଡ଼ା (୦୭୧) ଓ ଖରିଆର (୦୭୨)
ସରକାର
 • ଲୋକସଭା ପ୍ରତିନିଧି ଭକ୍ତ ଚରଣ ଦାସ
ଜନସଂଖ୍ୟା (୨୦୧୧)
 • ମୋଟ ୬,୦୬,୪୯୦
 • ଘନତା ୧୫୭/km (୪୧୦/sq mi)
 • ୬ ବର୍ଷରୁ କମ ଶିଶୁ ୮୪,୮୯୩
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ ୭୬୬ xxx
ଗାଡି ପଞ୍ଜୀକରଣ OD-26
ଜିଲ୍ଲାପାଳ ଶ୍ରୀମତି ଗୁହା ପୂନମ ତାପସ କୁମାର (ଭା. ପ୍ର. ସେ)
ୱେବସାଇଟ ମୁଖ୍ୟ ୱେବସାଇଟ

ନୂଆପଡ଼ା ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ନୂଆପଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଇତିହାସ[ସମ୍ପାଦନା]

୧୯୯୩ ମସିହା ଅପ୍ରେଲ ପହିଲା ଦିନ ନୂଆପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା କଳାହାଣ୍ଡି ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ନୂଆପଡ଼ା ସହର ଏହାର ସଦର ମହକୁମା ।

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ନୂଆପଡ଼ା ଜିଲ୍ଲାର ଆୟତନ ୩,୦୪୮ ବର୍ଗ କିମି ।

ଅବସ୍ଥିତି[ସମ୍ପାଦନା]

ଜନଗଣନା[ସମ୍ପାଦନା]

୨୦୧୧ ଜନଗଣନା [୧]ଅନୁସାରେ ନୂଆପଡ଼ା ଜିଲ୍ଲାର ଲୋକସଂଖ୍ୟା ୬,୦୬,୪୯୦

  • ପୁରୁଷ: ୩,୦୦,୩୦୭
  • ମହିଳା: ୩,୦୬,୧୮୩
    • ଛ ବର୍ଷରୁ କମ: ୮୪,୮୯୩
  • ପଢୁଆ ହାର ୫୮.୨୦%
    • ପୁରୁଷ: ୭୧.୫୫%
    • ମହିଳା: ୪୫.୨୧%

ମୁଖ୍ୟ ନଦୀ[ସମ୍ପାଦନା]

  • udanti nadi
  • sundar nadi

@jank nadi

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ଉପଖଣ୍ଡ (ସବ୍ ଡିଭିଜନ): (୧): ନୂଆପଡ଼ା
  • ବ୍ଳକ: (୫): ୧. କୋମନା, ୨.ଖରିଆର, ୩. ନୂଆପଡ଼ା, ୪. ବୋଡ଼େନ ଓ ୫. ସିନାପାଲି
  • ଗ୍ରାମ ପଞ୍ଚାୟତ: ୧୦୯
  • ଗ୍ରାମ: ୬୫୩
  • ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ): ୨
  • ତହସିଲ: (୫): ୧. କୋମନା, ୨.ଖରିଆର, ୩. ନୂଆପଡ଼ା, ୪. ବୋଡ଼େନ ଓ ୫. ସିନାପାଲି

ରାଜନୀତି[ସମ୍ପାଦନା]

ଲୋକସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ବିଧାନସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ନୂଆପଡ଼ା (୦୭୧)
  2. ଖରିଆର (୦୭୨)

ଶିକ୍ଷା[ସମ୍ପାଦନା]

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ଯୋଗୀମଠ[ସମ୍ପାଦନା]

ପତୋରା[ସମ୍ପାଦନା]

ଯୋଗେଶ୍ଵର ମନ୍ଦିର

ନୂଆପଡ଼ା ଠାରୁ ୧୮ କିମି ଦୁରରେ ମାରାଗୁଦା ଗ୍ରାମ ନିକଟରେ ପତୋରା ଶୈବ ପୀଠ ଅବସ୍ଥିତ । ଏଠାରେ ଯୋଗେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନିକଟରେ ଏକ ରାମମନ୍ଦିର ଓ ଏକ ୪୦ଫୁଟ ଲମ୍ବ ହନୁମାନ ମୂର୍ତ୍ତି ଅବସ୍ଥିତ ।[୨] [୩]

ଖରିଆର[ସମ୍ପାଦନା]

ଦଧିବାମନ ଯାହାକି ସ୍ଥାନୀୟ ଭାଷାରେ ବଡଗୁଡି ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ଏହ ନୂଆପଡ଼ା ଠାରୁ ୭୦ କିମି ଦୂରରେ ଅବସ୍ଥିତ ।

ପାତାଳଗଙ୍ଗା[ସମ୍ପାଦନା]

ଏହା ଖରିଆର ଠାରୁ ୪୧କିମି । ଏହା ହିନ୍ଦୁ ମାନଙ୍କର ପବିତ୍ର ସ୍ଥାନ। ବିସ୍ଵାଶ କରଯାଏ ଯେ ରାମଚନ୍ଦ୍ରଙ୍କର ବନବାସ ବେଳେ ଏହିଠାରେ ଦେବି ସିତାଙ୍କୁ ଶୋଶ ଲାଗିଲା ଆଖପାଖ ରେ କୌଣସି ଜଳର ସ୍ରୋତନଥିବରୁ ନିଜେ ଧନୁତିର ମାରି ଗଙ୍ଗାଙ୍କୁ ଆଣୀଥିଲେ ସେଇଦିନ ଠାରୁ ଏହା ପାତାଳଗଙ୍ଗା ନାମରେ ନାମିତ।

ଗୋଧୁସ୍ ଜଳସ୍ରୋତ[ସମ୍ପାଦନା]

ଏହା ନୂଆପଡ଼ା ଠାରୁ ୩୦କିମି ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୩୦ ମିଟର ।

ଆଧାର[ସମ୍ପାଦନା]

  1. Census 2011: Odisha: Provisional Population Totals
  2. "Patora Jogeswar Temple". orissatravels.com. 2012. http://orissatravels.com/photo-map.php?slno=475. Retrieved 17 May 2012. "The Linga of Lord Siva (Sibalinga) is pretty old, dating back to 6th century" 
  3. "Tourism :: Photo Gallery". nuapada.nic.in. 2012. http://nuapada.nic.in/tourismplvst.asp. Retrieved 17 May 2012. "Ram temple is located down hill. 40 ft. hanuman statue is one of the attraction" 

ଅଧିକ ତଥ୍ୟ[ସମ୍ପାଦନା]