ପାରଳାଖେମୁଣ୍ଡି

ଉଇକିପିଡ଼ିଆ ରୁ
ପାରଳାଖେମୁଣ୍ଡି
—  ସହର  —
ପାରଳାଖେମୁଣ୍ଡି is located in ଓଡ଼ିଶା
ପାରଳାଖେମୁଣ୍ଡି
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 18°48′N 84°12′E / 18.8°N 84.2°E / 18.8; 84.2ଦିଗବାରେଣି: 18°48′N 84°12′E / 18.8°N 84.2°E / 18.8; 84.2
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଗଜପତି
ଉଚ୍ଚତା ୧୪୫ ମି. (୪୭୬ ଫୁଟ)
ଲୋକସଂଖ୍ୟା (2001)
 - ମୋଟ ୪୨,୯୯୧
ଭାଷା
 - ସରକାରୀ ଓଡ଼ିଆ
 - ଆଞ୍ଚଳିକ ଓଡ଼ିଆ, ତେଲୁଗୁ, ହିନ୍ଦୀ, ଓ ଇଁରାଜୀ
ସମୟ ମଣ୍ଡଳ IST (ଇଉ.ଟି.ସି.+5:30)
ପିନ କୋଡ଼ ୭୬୧ ୨୦୦
ଟେଲିଫୋନ କୋଡ଼ ୯୧-୬୮୧୫
ଗାଡ଼ି କୋଡ଼ OD-20
ୱେବସାଇଟ gajapati.nic.in

ପାରଳାଖେମୁଣ୍ଡି ଭାରତର ଓଡ଼ିଶାରେ ଥିବା ଗଜପତି ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା ।

ଆଧାର[ସମ୍ପାଦନା]