ବୌଦ୍ଧ ଜିଲ୍ଲା
ଉଇକିପିଡ଼ିଆ ରୁ
| ବୌଦ୍ଧ | |
|---|---|
| — ଜିଲ୍ଲା — | |
| ରାମେଶ୍ଵର (ରାମନାଥ) ଦେଉଳ | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 20°49′59″N 84°19′59″E / 20.833°N 84.333°Eଦିଗବାରେଣି: 20°49′59″N 84°19′59″E / 20.833°N 84.333°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | କନ୍ଧମାଳ |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୨ଟି ଆସନ
|
| କ୍ଷେତ୍ରଫଳ | |
| - ଜିଲ୍ଲା | ୩,୦୯୮ କି.ମି.୨ (୧,୧୯୬.୧ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୯୯୧ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୭୫ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୭୨.୫୧% |
| • ପୁରୁଷ | ୮୪.୪୯% |
| • ନାରୀ | ୬୦.୪୪% |
| - ଘନତା | ୧୩୬/କି.ମି.୨ (୩୫୨.୨/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୨ ୦xx |
| ତାର (ଏସ୍.ଟି.ଡ଼ି) | +୦୬୮୪x |
| ଗାଡ଼ି କୋଡ଼ | OD-27 |
| ଜିଲ୍ଲାପାଳ | ପ୍ରଶାନ୍ତ କୁମାର ପ୍ରଧାନ |
| ୱେବସାଇଟ | ମୁଖ୍ୟ ୱେବସାଇଟ |
ବୌଦ୍ଧ ଜିଲ୍ଲା, ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ବିଷୟସୂଚୀ |
ଭୂଗୋଳ [ସମ୍ପାଦନା]
ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଆୟତନ ୩,୦୯୮ ବର୍ଗ କିମି
ଅବସ୍ଥିତି [ସମ୍ପାଦନା]
- ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା
- ଦକ୍ଷିଣରେ କନ୍ଧମାଳ ଜିଲ୍ଲା
- ପୂର୍ବରେ ନୟାଗଡ଼ ଜିଲ୍ଲା
- ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି
ମୁଖ୍ୟ ନଦୀ ଓ ଶାଖାନଦୀ [ସମ୍ପାଦନା]
- ମହାନଦୀ
- ତେଲନଦୀ
ଜନସଂଖ୍ୟା [ସମ୍ପାଦନା]
୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ୪,୩୯,୯୧୭ ।[୧]
- ପୁରୁଷ: ୨,୨୦,୯୯୩
- ମହିଳା: ୨,୧୮,୯୨୪
- ଛ ବର୍ଷରୁ କମ: ୫୯,୦୯୪
- ପଢୁଆ ହାର ୭୨.୫୧%
- ପୁରୁଷ: ୮୪.୪୯%
- ମହିଳା: ୬୦.୪୪%
ବିଧାନସଭା ନିର୍ବାଚନ ମଣ୍ଡଳୀ [ସମ୍ପାଦନା]
- କଣ୍ଟାମାଳ(୦୮୫)
- ବୌଦ୍ଧ (୦୮୬)
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
![]() |
ସୁବର୍ଣ୍ଣପୁର ଜିଲ୍ଲା | ଅନୁଗୋଳ ଜିଲ୍ଲା | ![]() |
|
| ବଲାଙ୍ଗୀର ଜିଲ୍ଲା | କନ୍ଧମାଳ ଜିଲ୍ଲା | ନୟାଗଡ଼ ଜିଲ୍ଲା |
|
||||||||||||||||||||||||||
