ଓସ୍ତ
ଉଇକିପିଡ଼ିଆ ରୁ
| ଅଶ୍ଵତ୍ଥ (ଓସ୍ତ) | |
|---|---|
| ଅଶ୍ଵତ୍ଥ ଗଛର ଗଣ୍ଡି ଓ ପତ୍ର | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| Kingdom: | Plantae |
| Division: | Magnoliophyta |
| Class: | Magnoliopsida |
| Order: | Rosales |
| Family: | Moraceae |
| Genus: | Ficus |
| Species: | F. religiosa |
| ବାଇନୋମିଆଲ ନାଆଁ | |
| Ficus religiosa L. |
|
ଓସ୍ତ ବା ଅଶ୍ଵତ୍ଥ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଓଡ଼ିଶାର ରାଜ୍ୟ ବୃକ୍ଷ ଅଟେ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ବିବିଧ ଭାରତୀୟ ପ୍ରାଦେଶିକ ନାମ
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ଓସ୍ତ, ଅଶ୍ଵତ୍ଥ |
| ସଂସ୍କୃତ | ପିପ୍ପଳ, ଚଳଦଳ, ଅଶ୍ଵଥି, ବୋଧିଦ୍ରୂମ, ଗଜାସନ ଓ ଚଳପତ୍ର |
| ହିନ୍ଦୀ | ପିପ୍ପଳ |
| ତେଲୁଗୁ | କୁଳୁଦିରୁ, ଚେଟ୍ଟୁ, ଇଚ୍ଚେଟୁ |
| ବଙ୍ଗଳା | ଅଶୋଥି |
[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ
କଷାୟ ରସ, ଗୁରୁପାକ, ପିତ୍ତଘ୍ନ, ଶୀତବୀର୍ଯ୍ୟ, ବର୍ଣକାକର ତଥା ଶ୍ଳେଷ୍ମ, କଫ, ବ୍ରଣ, କ୍ଷତ, ରକ୍ତବିକୃତି, ଗଳକ୍ଷତ, ମୁଖକ୍ଷତ, ଦନ୍ତପୀଡ଼ା, ଯୋନିରୋଗ ଓ ପ୍ରମେହ ଆଦି ରୋଗର ନିବାରକ ଅଟେ ।
ଅମଙ୍ଗଳ ଦୂର ହେବ ବୋଲି ଆଶାକରି ଅନେକ ଲୋକ ଏହି ଗଛ ମୂଳରେ ପ୍ରତ୍ୟହ ଧୂପ ଓ ଦୀପ ପ୍ରଦାନ କରିଥାନ୍ତି ।
[ଏହାକୁ ବଦଳାନ୍ତୁ] ଆଧାର
[ଏହାକୁ ବଦଳାନ୍ତୁ] ବାହାର ଆଧାର
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।