ଓଡ଼ିଶାର ଜୈବ ବିବିଧତା
ଉଇକିପିଡ଼ିଆ ରୁ
ଚିଲିକାରେ ବଗ
ଓଡ଼ିଶା ଜୈବ ବିବିଧତା କ୍ଷେତ୍ରରେ ମମୃଦ୍ଧ ଓଡ଼ିଶାରେ ୮୬ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭୩ ପ୍ରକାର ପକ୍ଷୀ, ୧୧୦ ପ୍ରକାର ସରୀସୃପ, ୧୯ ପ୍ରକାର ଉଭୟଚର ଓ ୨୭୨୦ପ୍ରକାର ଉଦ୍ଭିଦ, ଦେଖାଯାଆନ୍ତି ଏଠାରେ ୧୪ଟି ଅଭୟାରଣ୍ୟ ଓ ୨ଟି ଜାତୀୟ ଉଦ୍ୟାନ ରହିଛି
ରଘୁରାଜପୁରର ଜଙ୍ଗଲ
ବିଷୟସୂଚୀ |
ଜାତୀୟ ଉଦ୍ୟାନ [ସମ୍ପାଦନା]
ଅଭୟାରଣ୍ୟ [ସମ୍ପାଦନା]
ଓଡିଶାରେ ଅବସ୍ଥିତ ବିଭିନ୍ନ ଅଭୟାରଣ୍ୟ ଗୁଡିକ ହେଲା:[୧]
- ଉଷାକୋଠି ବା ବଡ଼ରମା
- କଲରାପାଟ
- କୁଲଡିହା
- କୋଟଗଡ଼
- ଚନ୍ଦକା-ଡମପଡ଼ା
- ଚିଲିକା
- ଟିକରପଡ଼ା
- ନନ୍ଦନକାନନ ଜୀବ ଉଦ୍ୟାନ
- ବାଲୁଖଣ୍ଡ
- ଭିତରକନିକା
- ସାତକୋଶିଆ
- ସୁନାବେଡ଼ା
- ହଦଗଡ଼
- ଲଖାରି
ଗ୍ୟାଲେରୀ [ସମ୍ପାଦନା]
-
ଚିଲିକାରେ ଚଢ଼େଇ
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
- Wildlife Sanctuaries Of Odisha
- Bio Diversity, ENVIS CENTRE
- Wildlife Orissa
- Location of Odisha wildlife areas
- Orissa Wildlife
- Odisha Wildlife and Sanctuaries
|
|||||||||||||||||||||||||||||||||||||||||||