ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆ ଜାତି ଭକ୍ତି କବିତା । ୧ ଏପ୍ରିଲ ୧୯୩୬ରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ରାଜ୍ୟ ଗାନ ଭାବେ ପରିଚିତ ହେଲା ।[୧]
କବିତାର ପଦାବଳୀ [ସମ୍ପାଦନା]
| “ | ବନ୍ଦେ ଉତ୍କଳ ଜନନୀ, ଚାରୁ ହାସ ମୟୀ ଚାରୁ ଭାଷମୟୀ, ପୂତ-ପୟୋଧି-ବିଧୌତ-ଶରୀରା, ଘନ ବନଭୂମି ରାଜିତ ଅଙ୍ଗେ, ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ରା, ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା, ଉତ୍କଳ ଶୂରବର-ଦର୍ପିତ-ଗେହା, କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା, |
” |
|
—କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର |
||
ଆଧାର [ସମ୍ପାଦନା]
|
||||||||||||||||||||||||||