ବଡ଼ବିଲ
ଉଇକିପିଡ଼ିଆ ରୁ
| ବଡ଼ବିଲ | |
|---|---|
| — ସହର (ପୌରପାଳିକା) — | |
|
|
|
| ଦିଗବାରେଣି: 22°6′18.73″N 85°22′44.08″E / 22.1052028°N 85.3789111°Eଦିଗବାରେଣି: 22°6′18.73″N 85°22′44.08″E / 22.1052028°N 85.3789111°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କେନ୍ଦୁଝର |
| ବିଧାନସଭା ନିର୍ବାଚନ ମଣ୍ଡଳୀ | ବିଧାନସଭା ନିର୍ବାଚନ ମଣ୍ଡଳୀ ନାମ |
| ଉନ୍ନୟନ ବ୍ଳକ | ବ୍ଳକର ନାମ |
| ଭାଷା | ଓଡ଼ିଆ, ଇଂରାଜୀ |
| ସମୟ ମଣ୍ଡଳ | IST (+୫.୩୦) |
| - ହାରାହାରି ତାପମାତ୍ରା | ୨୭ °C ( °F) |
| • ଖରାଦିନ | ୪୩.୧ °C (. °F) |
| • ଶୀତଦିନ | ୧୦.୬ °C (. °F) |
| ଡାକ କୋଡ଼ | ୭୫୮୦୩୫ [୧] |
| ଜାଗା କୋଡ଼ | +୦୬୭୬୭ |
| ଗାଡ଼ି କୋଡ଼ | OR/09 |
ବଡ଼ବିଲ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସହର ଅଟେ ।[୨] ଏହା ଏକ ପୌରପାଳିକା ଅଟେ । ଏହି ଅଞ୍ଛଳରେ ପ୍ରଚୁର ଲୁହାପଥର ଓ ମାଙ୍ଗାନିଜ ମହଜୁଦ ଅଛି। ଏଠାରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ଵ ପାଇଥାନ୍ତି। ବଡବିଲରେ ପ୍ରାୟତଃ ସମସ୍ତ ରାଜ୍ୟର ଅଧିବାସୀ ଓ ସମସ୍ତ ଭାଷାଭାଷୀ ଜୀବନ ଜାପନ କରିଥାନ୍ତି ।
Barbil has a cosmopolitan culture due to the influx of people from almost all states of India and boast of a very good convent school by the name 'St. Mary's School'.
ଆଧାର[ସମ୍ପାଦନା]
- ↑ "PinCode: BARBIL, KENDUJHAR, ORISSA, India, Pincode.net.in". pincode.net.in. 2012. http://pincode.net.in/ORISSA/KENDUJHAR/B/BARBIL. Retrieved 12 July 2012. "PinCode: 758035"
- ↑ "Barbil, Orissa". indianetzone.com. 2012. http://www.indianetzone.com/6/barbil.htm. Retrieved 12 July 2012. "Barbil is a town as well as a municipality in the Keonjhar district of the state of Orissa in India."
ବାହାର ଆଧାର[ସମ୍ପାଦନା]
| ଏହି ପ୍ରସଙ୍ଗଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |