ଗଜପତି ଜିଲ୍ଲା
ଉଇକିପିଡ଼ିଆ ରୁ
| ଗଜପତି | |
|---|---|
| — ଜିଲ୍ଲା — | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 18°53′N 84°12′E / 18.88°N 84.2°Eଦିଗବାରେଣି: 18°53′N 84°12′E / 18.88°N 84.2°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ବ୍ରହ୍ମପୁର |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୨ଟି ଆସନ
|
| କ୍ଷେତ୍ରଫଳ | |
| - | ୩,୮୫୦ କି.ମି.୨ (୧,୪୮୬.୫ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୧୦୪୨ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୬୪ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୫୪.୨୯% |
| • ପୁରୁଷ | ୬୫.୫୮% |
| • ନାରୀ | ୪୩.୫୯% |
| - ଘନତା | ୧୩୩/କି.ମି.୨ (୩୪୪.୫/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୧ xxx |
| ଗାଡ଼ି କୋଡ଼ | OD-20 |
| ଜିଲ୍ଲାପାଳ | |
| ୱେବସାଇଟ | ମୁଖ୍ୟ ୱେବସାଇଟ |
ଗଜପତି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲା । ପାରଳାଖେମୁଣ୍ଡି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । "ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ" (ତତ୍କାଳିନ ରାଜା ଓ ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ) ଙ୍କ ନାମରେ ଏହି ଜିଲ୍ଲାର ନାମକରଣ କରାଯାଇଅଛି
ବିଷୟସୂଚୀ |
ଇତିହାସ [ସମ୍ପାଦନା]
୨ ଅକ୍ଟୋବର ୧୯୯୨ ଦିନ ଏହା ଗଞ୍ଜାମ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା
ଭୂଗୋଳ [ସମ୍ପାଦନା]
ଗଜପତି ଜିଲ୍ଲାର ଆୟତନ ୩,୮୫୦ ବର୍ଗ କିମି
ଅବସ୍ଥିତି [ସମ୍ପାଦନା]
- ଏହାର ଉତ୍ତରରେ: ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲା
- ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ
- ପୂର୍ବରେ: ଗଞ୍ଜାମ ଜିଲ୍ଲା
- ପଶ୍ଚିମରେ: ରାୟଗଡ଼ା ଜିଲ୍ଲା ଅଛି
ଜନସଂଖ୍ୟା [ସମ୍ପାଦନା]
୨୦୧୧ ଜନଗଣନା[୧] ଅନୁସାରେ, ଗଜପତି ଜିଲ୍ଲାର ମୋଟ ଲୋକସଂଖ୍ୟା ୫,୭୫,୮୮୦ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୫,୦୫,୩୫୪ ଓ ସହରାଞ୍ଚଳରେ ୭୦,୫୨୬ ଲୋକ ବାସ କରନ୍ତି [୨] |
- ପୁରୁଷ: ୨,୮୨,୦୪୧
- ମହିଳା: ୨,୯୩,୮୩୯
- ଛ ବର୍ଷରୁ କମ: ୮୨,୭୭୭
- ପଢୁଆ ହାର ୫୪.୨୯%
- ପୁରୁଷ: ୬୫.୫୮%
- ମହିଳା: ୪୩.୫୯%
ସଦର ମହକୁମା [ସମ୍ପାଦନା]
- ପାରଳାଖେମୁଣ୍ଡି
ତହସିଲ [ସମ୍ପାଦନା]
- ପାରଳାଖେମୁଣ୍ଡି
- ଆର. ଉଦୟଗିରି
- ମୋହନା
- ରାୟଗଡ଼ା
- କାଶିନଗର
- ଗୁମ୍ମା
- ନୁଆଗଡ଼
ଗ୍ରାମ ପଞ୍ଚାୟତ [ସମ୍ପାଦନା]
ମୋଟ ୧୨୯ ଗ୍ରାମ ପଞ୍ଚାୟତ ତନ୍ମଧ୍ୟରୁ
- ମୋହନା ବ୍ଳକ ଅଧିନରେ: ୩୨ଟି
- ଆର. ଉଦୟଗିରି ବ୍ଳକ ଅଧିନରେ: ୧୨ଟି
- ନୁଆଗଡ଼ ବ୍ଳକ ଅଧିନରେ: ୧୫ଟି
- ଗୁମ୍ମା ବ୍ଳକ ଅଧିନରେ: ୧୮ଟି
- କାଶିନଗର ବ୍ଳକ ଅଧିନରେ: ୧୧ଟି
- ଗୋସାଣି ବ୍ଳକ ଅଧିନରେ: ୨୧ଟି
- ରାୟଗଡ଼ା ବ୍ଳକ ଅଧିନରେ: ୧୮ଟି
ପର୍ଯ୍ୟଟନ ସ୍ଥଳ [ସମ୍ପାଦନା]
ଜଣାଶୁଣା ଲୋକ [ସମ୍ପାଦନା]
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
![]() |
କନ୍ଧମାଳ ଜିଲ୍ଲା | ![]() |
||
| ରାୟଗଡ଼ା ଜିଲ୍ଲା | ଗଞ୍ଜାମ ଜିଲ୍ଲା | |||
| ଶ୍ରୀକାକୁଲମ ଜିଲ୍ଲା, ଆନ୍ଧ୍ର ପ୍ରଦେଶ |
|
||||||||||||||||||||||||||
