ସୁନାବେଡ଼ା

ଉଇକିପିଡ଼ିଆ ରୁ
ସୁନାବେଡ଼ା
ସହର
ସୁନାବେଡ଼ା ଓଡ଼ିଶାରେ ଅବସ୍ଥିତ ।
ସୁନାବେଡ଼ା
ସୁନାବେଡ଼ା
Coordinates: 18°44′N 82°50′E / 18.73°N 82.83°E / 18.73; 82.83ଦିଗବାରେଣି: 18°44′N 82°50′E / 18.73°N 82.83°E / 18.73; 82.83
ଦେଶ ଭାରତ
State ଓଡ଼ିଶା
District କୋରାପୁଟ
ଜନସଂଖ୍ୟା (2001)
 • ମୋଟ ୫୮,୬୪୭
Languages
 • Official ଓଡ଼ିଆ
ସମୟ ମଣ୍ଡଳ IST (UTC+5:30)
PIN ୭୬୩ ୦୦୨
Telephone code 06853
ୱେବସାଇଟ sunabeda.com

ସୁନାବେଡ଼ା କୋରାପୁଟ ଜିଲ୍ଲାର ଏକ ସହର। କୋରାପୁଟ ଠାରୁ ଏହା ୧୮ କି.ମି. ଦୂରରେ ଅବସ୍ଥିତ। ଏଠାରେ ମିଗ୍ ୨୨ ଓ ସୁଖୋଇ ହେଲିକେପ୍ଟର ଯନ୍ତ୍ରାଂଶ ତିଆରି କାରଖାନା ଅବସ୍ଥିତ। ଏହି ନଗରୀଟି ଋଷୀୟ ପ୍ରଣାଳୀରେ ନିର୍ମିତ ଓ ଖୁବ୍ ମନଲୋଭା। ପିଲାମାନଙ୍କପାଇଁ ଉଦ୍ଦିଷ୍ଟ ଶିଶୁ ଉଦ୍ୟାନ ଓ ମୃଗ ବିହାରଏଠାକାର ମୁଖ୍ୟ ଆକର୍ଷଣ।ସମୁଦ୍ର ପତନ ଠାରୁ ଏହା ୩୦୦୦ ଫୁଟ୍ ଉପରେ ଅବସ୍ଥିତ. ଏହାର୍ ଜଳବାୟୁ ଅତିବ ମନୋରମ ଏବଂ ସ୍ଵାସ୍ଥ୍ୟ ଅନୁକୁଳ ଅଟେ । ଯଦିଓ ହାଲ୍ ବିମାନ୍ କାରଖାନା ଏଠାକାର ମୁଖ୍ୟ ପରିଚୟ, ଏଠାରେ ବର୍ତମାନ୍ ଏକ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟ ସ୍ଥାପନ ହୋଇଛି । ଆହୁରି ମଧ୍ୟ ଏଠାରେ ସି.ଆର୍.ପି.ଏଫ୍ କୋବ୍ରା ବାଟାଲିୟନ୍ ମୁଖ୍ୟାଳୟ ଏବ୍ଂ ନାଭାଲ୍ ଆର୍ମାମେଣ୍ଟ ଡିପୋ ରହିଅଛି . ତଦ୍ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ରହିଅଛି । ସେମିଳିଗୁଡା ସୁନାବେଡା ସହରର ଏକ ଉପାନ୍ତ ଅଞ୍ଚଳ ଏବଂ ସୁନାବେଡା ଏ.ନ୍.ଏ.ସି ଅନ୍ତର୍ଗତ । ଏଠାରେ ଏକ ଯାନ୍ତ୍ରିକ ବିଦ୍ୟାଳୟ (ସିତମ୍) ରହିଅଛି ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ସୁନାବେଡା ର ଆକର୍ଷଣ ମଧ୍ୟରେ ଅନ୍ୟତମ ହେଲା ହାଲ୍ ର ଏଭିଏସନ୍ ମ୍ୟୁଜିୟମ୍. ହରିଣ ପାର୍କ୍, ଟିମ୍ବର୍ ବ୍ରିଜ୍ ଠାରେ କୋଲାବ୍ ଜଳ ଭଣ୍ଡାର ର ମନଲୋଭା ଦ୍ରୁଶ୍ୟ । ସୁନାବେଡ଼ାର ଆରମ୍ଭ ବିସୟ ରେ ଅନେକ କିମ୍ବଦନ୍ତି ରହିଅଛି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  • Travel information related to Koraput at Wikivoyage