କନ୍ଧମାଳ ଜିଲ୍ଲା

ଉଇକିପିଡ଼ିଆ ରୁ
କନ୍ଧମାଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 20°28′N 84°14′E / 20.47°N 84.23°E / 20.47; 84.23ଦିଗବାରେଣି: 20°28′N 84°14′E / 20.47°N 84.23°E / 20.47; 84.23
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କନ୍ଧମାଳ
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୩ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା ୭ km (୨,୯୫୩ sq mi)
ଜନସଂଖ୍ୟା (୨୦୧୧)
 • ଜିଲ୍ଲା ୭,୩୧,୯୫୨
 • ଘନତା ୯୧/km (୨୪୦/sq mi)
 • ସହରାଞ୍ଚଳ ୭୨,୧୬୪
 • ଗ୍ରାମାଞ୍ଚଳ ୬,୫୯,୭୮୮
 • ୬ ବର୍ଷରୁ କମ ଶିଶୁ ୧,୦୬,୩୭୯
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬୨ xxx
ତାର (ଏସ୍.ଟି.ଡ଼ି) +୦୬୮୪x
ଗାଡି ପଞ୍ଜୀକରଣ OD-12
ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ
ୱେବସାଇଟ ମୁଖ୍ୟ ୱେବସାଇଟ

କନ୍ଧମାଳ ଜିଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଫୁଲବାଣୀ କନ୍ଧମାଳର ସବୁଠୁ ଅଧିକ ଜନବହୁଳ ସହର ଓ ପ୍ରଶାସନିକ ମୁଖ୍ୟ ଜାଗା । ଏହା ଜୈବିକ ହଳଦି ପାଇଁ ଜଣାଶୁଣା ।

ଇତିହାସ[ସମ୍ପାଦନା]

୧୯୯୩ ମସିହା ଅପ୍ରେଲ ପହିଲା ଦିନ କନ୍ଧମାଳ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା 'ବୌଦ୍ଧ-କନ୍ଧମାଳ' ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ କନ୍ଧମାଳ ଜିଲ୍ଲାର ଆୟତନ ୭,୬୪୯ ବର୍ଗ କିମି୤

ଅବସ୍ଥିତି[ସମ୍ପାଦନା]

ମୁଖ୍ୟ ନଦୀ[ସମ୍ପାଦନା]

  • ସାଲୁଙ୍କି

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୧]ଅନୁସାରେ, କନ୍ଧମାଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୭,୩୧,୯୫୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୫୯,୭୮୮ ଓ ସହରାଞ୍ଚଳରେ ୭୨,୧୬୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୩,୫୯,୪୦୧
  • ମହିଳା: ୩,୭୨,୫୫୧
    • ଛ ବର୍ଷରୁ କମ: ୧,୦୬,୩୭୯
  • ସାକ୍ଷରତା ହାର: ୬୫.୧୨%
    • ପୁରୁଷ: ୭୮.୪୧%
    • ମହିଳା: ୫୨.୪୬%

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ଉପଖଣ୍ଡ (ସବ୍ ଡିଭିଜନ) (୨ଟି): ୧. କନ୍ଧମାଳ ଓ ୨. ବାଲିଗୁଡ଼ା ।
  • ତହସିଲ: (୪ଟି): ୧. କନ୍ଧମାଳ, ୨. ଦାରିଙ୍ଗବାଡ଼ି, ୩. ଘୁ. ଉଦୟଗିରି ଓ ୪. ବାଲିଗୁଡ଼ା ।
  • ବ୍ଳକ: (୧୨ଟି): ୧. ଫିରିଙ୍ଗିଆ, ୨. ଖଜୁରୀପଡ଼ା, ୩. ବାଲିଗୁଡ଼ା, ୪. ଚକାପାଦ, ୫. ଦାରିଙ୍ଗବାଡ଼ି, ୬. ଘୁ. ଉଦୟଗିରି, ୭. କୋଟଗଡ଼, ୮. କ. ନୁଆଗାଁ, ୯. ରାଇକିଆ, ୧୦. ଟିକାବାଲି୧୧. ତୁମୁଡ଼ିବନ୍ଧ ଓ ୧୨. ଫୁଲବାଣୀ
  • ଗ୍ରାମ: ୨୫୦୩

ରାଜନୀତି[ସମ୍ପାଦନା]

ଲୋକସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ବିଧାନସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ଫୁଲବାଣୀ ଜିଲ୍ଲା ଅନ୍ତର୍ଗତ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଫୁଲବାଣୀ
  2. ବାଲିଗୁଡା
  3. ଘୁ. ଉଦୟଗିରି

ଶିକ୍ଷା[ସମ୍ପାଦନା]

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]


ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]