ଭାରତ

ଉଇକିପିଡ଼ିଆ ରୁ
ଭାରତ ଗଣରାଜ୍ୟ
ଭାରତ
Horizontal tricolour flag (deep saffron, white, and green). In the centre of the white is a navy blue wheel with 24 spokes. Three lions facing left, right,and toward viewer, atop a frieze containing a galloping horse, a 24-spoke wheel, and an elephant. Underneath is a motto "सत्यमेव जयते".
ରାଷ୍ଟ୍ରାଦର୍ଶ : "ସତ୍ୟମେବ ଜୟତେ"

"ସତ୍ୟର ସଦା ଜୟ ହୁଏ
[୧]
ଜାତୀୟ ସଙ୍ଗୀତ
Jana Gana Mana instrumental.ogg

ଜନ ଗଣ ମନ
[୨]
ଜାତୀୟ ଗାନ[୪]
ବନ୍ଦେ ମାତରମ
ମୁଁ ମହାନ ଭାରତ ମାତାଙ୍କ ବନ୍ଦନା କରୁଛି
[୩]
ବନ୍ଦେ ମାତରମ୍.ogg
Image of globe centred on India, with India highlighted.
ଗାଢ଼ା ସବୁଜ: ଭାରତ ଅଧିନରେ ଥିବା ପ୍ରଶାସନିକ ଭୂମି ;
ହାଲୁକା ସବୁଜ: ଭାରତ ଅଧୀନରେ ଥିବା ଅଣପ୍ରଶାସନିକ ଭୂମି
ରାଜଧାନୀ ନୂଆ ଦିଲ୍ଲୀ
28°36.8′N 77°12.5′E / 28.6133°N 77.2083°E / 28.6133; 77.2083
Largest city ମୁମ୍ବାଇ
ରାଜ ଭାଷା
ହିନ୍ଦୀ ଦେବନାଗରୀ ଲିପିରେ ଲେଖାଯାଇଥାଏ ।[୫]
ସରକାରୀ ଭାଷା
ଜାତୀୟ ଭାଷା କେଉଁଟି ନାହିଁ ସମ୍ବିଧାନ[୬]
ସରକାର ଗଣତନ୍ତ୍ର ସାଂସଦୀୟ ଗଣତନ୍ତ୍ର
ସମ୍ବିଧାନ ଗଣତନ୍ତ୍ର [୭]
 -  ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲ
 -  ପ୍ରଧାନମନ୍ତ୍ରୀ ମନମୋହନ ସିଂହ (କଂଗ୍ରେସ)
 -  ବାଚସ୍ପତି ମୀରା କୁମାର (କଂଗ୍ରେସ)
 -  ମୁଖ୍ୟ ବିଚାରପତି ଏସ.ଏଚ. କାପାଡ଼ିଆ
ବିଧାନମଣ୍ଡଳ ସଂସଦ
 -  ରାଜ୍ୟସଭା ରାଜ୍ୟ ସଭା
 -  ଲୋକସଭା ଲୋକ ସଭା
ସ୍ଵାଧୀନତା ବ୍ରିଟେନ ଠାରୁ 
 -  ଘୋଷଣା କରାଗଲା ୧୫ ଅଗଷ୍ଟ ୧୯୪୭ 
 -  ସାର୍ବଭୌମ୍ୟ ୨୬ ଜାନୁଆରି ୧୯୫୦ 
କ୍ଷେତ୍ରଫଳ
 -   km2 (୭ମ)
 ବର୍ଗ ମି 
 -  ପାଣି (%) ୯.୫୬
ଲୋକସଂଖ୍ୟା
 -  ୨୦୧୧ census ୧,୨୧୦,୧୯୩,୪୨୨ (୨ୟ)
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) ୨୦୧୦ ଅନୁମାନ
 -  ସର୍ବମୋଟ $୪.୦୬୦ ଲକ୍ଷ କୋଟି[୮] (୪ର୍ଥ)
 -  ମୁଣ୍ଡପିଛା ହାର ହିସାବରେ $୩,୩୩୯[୮] 
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) ୨୦୧୦ ଆକଳନ
 -  ସର୍ବମୋଟ $୧.୫୩୮ ଲକ୍ଷ କୋଟି[୮] (୧୦ମ)
 -  ପ୍ରତିଟି ମଣିଷ $୧,୨୬୫[୮] 
ଜିନି (୨୦୦୪) ୩୬.୮[୯] (୭୯ତମ)
ମାନବ ବିକାଶ ସୂଚନାଙ୍କ (୨୦୧୦) increase୦.୫୧୯[୧୦] (ମଧ୍ୟମ) (୧୧୯ତମ)
ମୁଦ୍ରା ଭାରତୀୟ ମୁଦ୍ରା (Indian Rupee ₹) (INR)
ସମୟ ମଣ୍ଡଳ ଭାରତୀୟ ମାନକ ସମୟ (ଇଉଟିସି+୫:୩୦)
 -  ଖରାଦିନ (ଡ଼ିଏସଟି)  (ଇଉଟିସି+୫:୩୦)
ତିଥି ଗଠନ ଦିନ/ମାସ/ବର୍ଷ (ଖ୍ରିଷ୍ଟ ପର)
ରାସ୍ତାର ଏପାଖରେ ଚାଲନ୍ତୁ ବାମ
ଇଣ୍ଟରନେଟ ଟିଏଲଡ଼ି .in
ଫୋନ କୋଡ଼ +୯୧
* Bhārat Gaṇarājya, that is, the Republic of India in Hindi,[୭] written in the Devanagari script. See also other official names
This is the figure as per the United Nations though the Indian government lists the total area as ୩୨,୮୭,୨୬୦ କିମି ( ବର୍ଗ ମି.).[୧୧]


ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ Ι ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ Ι ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ Ι ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏଁ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି Ι ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଅଛି । ତା ସହିତ ୭ଟି କେନ୍ଦ୍ର-ଶାସିତ ଅଂଚଳ ମଧ୍ୟ ରହିଛି । ଭାରତର ପଡୋଶୀ ଦେଶ ମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବାଂଲାଦେଶବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

ଓଡ଼ିଆରେ ଭାରତ ମାନଚିତ୍ର

[ବଦଳାଇବେ] ଆଧାର

  1. "State Emblem -Inscription". National Informatics Centre (NIC). http://www.india.gov.in/knowindia/state_emblem.php. Retrieved 17 June 2007. 
  2. "National Anthem – Know India portal". National Informatics Centre(NIC). 2007. http://india.gov.in/knowindia/national_anthem.php. Retrieved 31 August 2007. 
  3. "National Song – Know India portal". National Informatics Centre(NIC). 2007. http://india.gov.in/knowindia/national_song.php. Retrieved 11 June 2009. 
  4. "Constituent Assembly of India – Volume XII". Constituent Assembly of India: Debates. parliamentofindia.nic.in, National Informatics Centre. 24 January 1950. http://parliamentofindia.nic.in/ls/debates/vol12p1.htm. Retrieved 29 June 2007. "The composition consisting of the words and music known as Jana Gana Mana is the National Anthem of India, subject to such alterations in the words as the Government may authorise as occasion arises; and the song Vande Mataram, which has played a historic part in the struggle for Indian freedom, shall be honoured equally with Jana Gana Mana and shall have equal status with it." 
  5. "The Union: Official Language". Ministry of Home Affairs, Government of India. National Informatics Centre(NIC). 2007. http://india.gov.in/knowindia/official_language.php. Retrieved 11 June 2009. 
  6. "There's no national language in India: Gujarat High Court". Times Of India. 2007-01-06. http://articles.timesofindia.indiatimes.com/2010-01-25/india/28148512_1_national-language-official-language-hindi. Retrieved 2011-03-29. 
  7. ୭.୦ ୭.୧ "India at a Glance". Know India Portal. National Informatics Centre(NIC). http://india.gov.in/knowindia/india_at_a_glance.php. Retrieved 7 December 2007. 
  8. ୮.୦ ୮.୧ ୮.୨ ୮.୩ "India". International Monetary Fund. http://www.imf.org/external/pubs/ft/weo/2011/01/weodata/weorept.aspx?sy=2008&ey=2011&scsm=1&ssd=1&sort=country&ds=.&br=1&c=534&s=NGDPD%2CNGDPDPC%2CPPPGDP%2CPPPPC%2CLP&grp=0&a=&pr.x=49&pr.y=13. Retrieved 2011-04-21. 
  9. "Field Listing – Distribution of family income – Gini index". The World Factbook. CIA. 15 May 2008. https://www.cia.gov/library/publications/the-world-factbook/rankorder/2172rank.html?countryName=India&countryCode=in&regionCode=sas&rank=79#in. Retrieved 6 June 2008. 
  10. "Human Development Report 2010. Human development index trends: Table G". The United Nations. http://hdr.undp.org/en/media/HDR_2010_EN_Table1.pdf. Retrieved 4 November 2010. 
  11. "Total Area of India" (PDF). Country Studies, India. Library of Congress – Federal Research Division. December 2004. http://lcweb2.loc.gov/frd/cs/profiles/India.pdf. Retrieved 3 September 2007. "The country’s exact size is subject to debate because some borders are disputed. The Indian government lists the total area as ୩୨,୮୭,୨୬୦ କିମି ( ବର୍ଗ ମି.) and the total land area as ୩୦,୬୦,୫୦୦ କିମି ( ବର୍ଗ ମି.); the United Nations lists the total area as ୩୨,୮୭,୨୬୩ କିମି ( ବର୍ଗ ମି.) and total land area as ୨୯,୭୩,୧୯୦ କିମି ( ବର୍ଗ ମି.)." 
ନିଜର ଟୁଲ
ନେମସ୍ପେସ
ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ଉପକରଣ
ଅଲଗା ଭାଷା